ରେଳ ଧାରଣାରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର : ରେଳ ଧାରଣାରୁ ଦମ୍ପତିଙ୍କର ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର I ଆଜି ସକାଳେ ଭୁବନେଶ୍ୱର ସ୍ଥିତ ବମିଖାଲ ନିକଟ ରେଳ ଧାରଣାରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦୁଇ ଜଣ କଟକ ଜିଲ୍ଲାର ବୋଲି ଜଣାପଡ଼ିଛି I ସ୍ଥାନୀୟ ଲୋକେ ଏହା ଦେଖି ଜିଆର୍ପିକୁ ଖବର ଦେଇଥିଲେ। ଜିଆର୍ପି ପହଞ୍ଚି ଘଟଣାର ତଦନ୍ତ କରୁଛି। ଉଭୟ ସ୍ୱାମୀ,ସ୍ତ୍ରୀ ଦୁଇ ମାସ ହେବ ଶାନ୍ତିପଲ୍ଲୀ ବସ୍ତିରେ ଏକ ଭଡ଼ା ଘରେ ରହୁଥିଲେ । ଆତ୍ମହତ୍ୟା […]
ଭୁବନେଶ୍ୱର : ରେଳ ଧାରଣାରୁ ଦମ୍ପତିଙ୍କର ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର I ଆଜି ସକାଳେ ଭୁବନେଶ୍ୱର ସ୍ଥିତ ବମିଖାଲ ନିକଟ ରେଳ ଧାରଣାରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦୁଇ ଜଣ କଟକ ଜିଲ୍ଲାର ବୋଲି ଜଣାପଡ଼ିଛି I ସ୍ଥାନୀୟ ଲୋକେ ଏହା ଦେଖି ଜିଆର୍ପିକୁ ଖବର ଦେଇଥିଲେ। ଜିଆର୍ପି ପହଞ୍ଚି ଘଟଣାର ତଦନ୍ତ କରୁଛି। ଉଭୟ ସ୍ୱାମୀ,ସ୍ତ୍ରୀ ଦୁଇ ମାସ ହେବ ଶାନ୍ତିପଲ୍ଲୀ ବସ୍ତିରେ ଏକ ଭଡ଼ା ଘରେ ରହୁଥିଲେ । ଆତ୍ମହତ୍ୟା ର ସଠିକ କାରଣ ଏବେ ଯାଏଁ ଜଣାପଡି ନଥିବାବେଳେ,ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।




