ପୋଲିସ ଇନ୍ଫୋର୍ମର ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

କନ୍ଧମାଳ : ମାଓବାଦୀଙ୍କ ବର୍ବର କାଣ୍ଡ । ପଡ଼ୋଶୀ ଛତିଶଗଡ଼ ପରେ ଏବେ ଓଡ଼ିଶାରେ ରକ୍ତ ମୁଖା ହେଉଛନ୍ତି ମାଓବାଦୀ I ପୋଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ନିର୍ମମ ହତ୍ୟା କରିଛନ୍ତି । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ଗ୍ରାମ ପଞ୍ଚାୟତର ଗିଡାପଦର ଗ୍ରାମରେ ଏହି ଘଟଣା ଘଟିଛି । ମୃତ ଦମ୍ପତି ହେଲେ ଡାହିରା କହଁର ଓ ବତସୀ କହଁର। ତେବେ ନିର୍ଦ୍ଦିଷ୍ଟ କେଉଁ କ୍ୟାଡରର ମାଓବାଦୀ ହତ୍ୟା କରିଛନ୍ତି ସ୍ପଷ୍ଟ ହୋଇନାହିଁ […]

Samaya Live Picture
Published On

କନ୍ଧମାଳ : ମାଓବାଦୀଙ୍କ ବର୍ବର କାଣ୍ଡ । ପଡ଼ୋଶୀ ଛତିଶଗଡ଼ ପରେ ଏବେ ଓଡ଼ିଶାରେ ରକ୍ତ ମୁଖା ହେଉଛନ୍ତି ମାଓବାଦୀ I ପୋଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ନିର୍ମମ ହତ୍ୟା କରିଛନ୍ତି । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ଗ୍ରାମ ପଞ୍ଚାୟତର ଗିଡାପଦର ଗ୍ରାମରେ ଏହି ଘଟଣା ଘଟିଛି । ମୃତ ଦମ୍ପତି ହେଲେ ଡାହିରା କହଁର ଓ ବତସୀ କହଁର। ତେବେ ନିର୍ଦ୍ଦିଷ୍ଟ କେଉଁ କ୍ୟାଡରର ମାଓବାଦୀ ହତ୍ୟା କରିଛନ୍ତି ସ୍ପଷ୍ଟ ହୋଇନାହିଁ I ଖବର ପାଇ ଘଟଣାସ୍ଥଳରେ ପୋଲିସ ଅନୁସନ୍ଧାନ ଚଳାଇଛି I

Tags: