ରାଜଧାନୀରେ ସିବିଆଇର ରେଡ଼: ଦାମୀ ଗାଡ଼ିରୁ ମିଳିଲା ପୁଳାପୁଳା ଟଙ୍କା
ଭୁବନେଶ୍ୱର:ରାଜଧାନୀରେ ସିବିଆଇ ରେଡ କରିଛି। ଏକ ଦାମୀ କାରରୁ ପୁଳା ପୁଳା ଟଙ୍କା ଜବତ ହୋଇଛି। କାରରେ ଥିଲେ ୪ ଜଣ। ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ସିବିଆଇ ଗାଡିକୁ ଅଟକାଇ ଲକ୍ଷାଧିକ ଟଙ୍କା ଜବତ କରିଛି। ଏକ ବଡ଼ ଡ଼ିଲ ହେବା ନେଇ ଗାଡ଼ିରେ ଟଙ୍କା ଯାଉଥିଲା ବୋଲି କୁହାଯାଉଛି। ନୟାପଲ୍ଲୀ ୪ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରାଯାଉଛି। କୁହାଯାଉଛି ଏକ ବଡ଼ ଡିଲ ନେଇ ଟଙ୍କା କାରବାର ହେବା ପାଇଁ […]
ଭୁବନେଶ୍ୱର:ରାଜଧାନୀରେ ସିବିଆଇ ରେଡ କରିଛି। ଏକ ଦାମୀ କାରରୁ ପୁଳା ପୁଳା ଟଙ୍କା ଜବତ ହୋଇଛି। କାରରେ ଥିଲେ ୪ ଜଣ। ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ସିବିଆଇ ଗାଡିକୁ ଅଟକାଇ ଲକ୍ଷାଧିକ ଟଙ୍କା ଜବତ କରିଛି।
ଏକ ବଡ଼ ଡ଼ିଲ ହେବା ନେଇ ଗାଡ଼ିରେ ଟଙ୍କା ଯାଉଥିଲା ବୋଲି କୁହାଯାଉଛି। ନୟାପଲ୍ଲୀ ୪ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରାଯାଉଛି। କୁହାଯାଉଛି ଏକ ବଡ଼ ଡିଲ ନେଇ ଟଙ୍କା କାରବାର ହେବା ପାଇଁ ପ୍ଲାନ ଥିଲା। ବଣ୍ଡଲ ବଣ୍ଡଲ ଟଙ୍କା ଜବତକୁ ନେଇ ହଇଚଇ ଖେଳି ଯାଇଛି। ଟଙ୍କା ସହିତ କିଛି ସୁନା ମଧ୍ୟ ଜବତ ହୋଇଛି।




