ଜବତ ହେଲା ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର
ଜଳେଶ୍ୱର : ଆକ୍ସନ ମୋଡରେ କମିଶନରେଟ ପୋଲିସ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଗିରଫ ହେଲେ ୨ନିଶା ବେପାରୀ । ତାଙ୍କ ପାଖରୁ ୫୦୦ଗ୍ରାମରୁ ଉର୍ଦ୍ଧ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି I ଉଭୟଙ୍କ ଘର ବାଲେଶ୍ୱର ଓ ଜଳେଶ୍ୱରର ବୋଲି ସୂଚନା ରହିଛି । ଦୁଇ ଅଭିଯୁକ୍ତ ହେଲା ସେକ ସାଜିରୁଦ୍ଦିନ ଓ ଆଜମେର ଖାନ । ସେମାନେ ପଶ୍ଚିମବଙ୍ଗ ଦେଇ […]
ଜଳେଶ୍ୱର : ଆକ୍ସନ ମୋଡରେ କମିଶନରେଟ ପୋଲିସ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଗିରଫ ହେଲେ ୨ନିଶା ବେପାରୀ । ତାଙ୍କ ପାଖରୁ ୫୦୦ଗ୍ରାମରୁ ଉର୍ଦ୍ଧ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି I ଉଭୟଙ୍କ ଘର ବାଲେଶ୍ୱର ଓ ଜଳେଶ୍ୱରର ବୋଲି ସୂଚନା ରହିଛି । ଦୁଇ ଅଭିଯୁକ୍ତ ହେଲା ସେକ ସାଜିରୁଦ୍ଦିନ ଓ ଆଜମେର ଖାନ । ସେମାନେ ପଶ୍ଚିମବଙ୍ଗ ଦେଇ ଓଡିଶାରେ ନିଶା କାରବାର ବ୍ୟାପୁଥିବାର ଅଭିଯୋଗ ରହିଛି । ମୁରସିଦାବାଦ ଅଞ୍ଚଳରୁ ମାଛ ଗାଡିରେ ବ୍ରାଉନସୁଗାର ଆଣି ଭୁବନେଶ୍ୱରରେ ବିକ୍ରି କରୁଥିଲେ ।




