ମାଟି ତଳୁ ଟ୍ୟାକ୍ସି ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ ! ଟ୍ୟାକ୍ସି ଡ୍ରାଇଭରଙ୍କୁ ଅପହରଣ ପରେ ହତ୍ୟା । ଚନ୍ଦକା -ବାରଙ୍ଗ ରାସ୍ତା କଡରେ ଥିବା ଏକ ହୋଟେଲ ନିକଟରେ ମାଟି ତଳେ ପୋତା ହୋଇଥିବା ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଡ୍ରାଇଭରଙ୍କରେ ନାଁ ବିଦ୍ୟାଧର ସାହୁ । ତାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ । ୧୫ ଦିନ ପୂର୍ବରୁ ତାଙ୍କୁ ଅପହରଣ କରିନେଇ ୨ କୋଟି ଟଙ୍କା ଦାବି କରିଥିଲେ ଦୁର୍ବୁତ୍ତ । ଏନେଇ ଭୁବନେଶ୍ୱର ବଡ଼ଗଡ଼ ଥାନାରେ […]
ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ ! ଟ୍ୟାକ୍ସି ଡ୍ରାଇଭରଙ୍କୁ ଅପହରଣ ପରେ ହତ୍ୟା । ଚନ୍ଦକା -ବାରଙ୍ଗ ରାସ୍ତା କଡରେ ଥିବା ଏକ ହୋଟେଲ ନିକଟରେ ମାଟି ତଳେ ପୋତା ହୋଇଥିବା ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଡ୍ରାଇଭରଙ୍କରେ ନାଁ ବିଦ୍ୟାଧର ସାହୁ । ତାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ । ୧୫ ଦିନ ପୂର୍ବରୁ ତାଙ୍କୁ ଅପହରଣ କରିନେଇ ୨ କୋଟି ଟଙ୍କା ଦାବି କରିଥିଲେ ଦୁର୍ବୁତ୍ତ । ଏନେଇ ଭୁବନେଶ୍ୱର ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
Tags:




