ଘର ଭିତରୁ ବାର ଡାନ୍ସରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ଭୁବନେଶ୍ବର: ରାଜଧାନୀରେ ଘଟିଛି ଅଭାବନୀୟ ଘଟଣା I ବାର ଡାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଘରଭିତରୁ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ପାହାଳ ଥାନା ଅନ୍ତର୍ଗତ ଶିବଶକ୍ତି ନଗରରେ ଏକ ବିଲ୍ଡିଂ ରେ ଏହି ଘଟଣା ଘଟିଛି । ମୃତ ଯୁବତୀଙ୍କ ଘର ଚଣ୍ଡୀଗଡ଼ରେ । ସେ କଟକ ରୋଡର ଏକ ଡ୍ୟାନ୍ସ ବାରରେ କାମ କରୁଥିଲେ ବୋଲିଂ ସୂଚନା ମିଳିଛି । ତେବେ ଉକ୍ତ ବିଲ୍ଡିଂ ରେ ୨୫ ଜଣ ଯୁବତୀ ରହୁଥିବା […]

Samaya Live Picture
Published On

ଭୁବନେଶ୍ବର: ରାଜଧାନୀରେ ଘଟିଛି ଅଭାବନୀୟ ଘଟଣା I ବାର ଡାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଘରଭିତରୁ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ପାହାଳ ଥାନା ଅନ୍ତର୍ଗତ ଶିବଶକ୍ତି ନଗରରେ ଏକ ବିଲ୍ଡିଂ ରେ ଏହି ଘଟଣା ଘଟିଛି । ମୃତ ଯୁବତୀଙ୍କ ଘର ଚଣ୍ଡୀଗଡ଼ରେ । ସେ କଟକ ରୋଡର ଏକ ଡ୍ୟାନ୍ସ ବାରରେ କାମ କରୁଥିଲେ ବୋଲିଂ ସୂଚନା ମିଳିଛି । ତେବେ ଉକ୍ତ ବିଲ୍ଡିଂ ରେ ୨୫ ଜଣ ଯୁବତୀ ରହୁଥିବା ଜଣାପଡିଛି। ପାହାଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ପାରିପାର୍ଶ୍ବିକ ପରିସ୍ଥିତି ଦେଖି ଆତ୍ମହତ୍ୟା ମାମଲା ରୁଜୁ କରାଯାଇଛି। ଟେଲିଫୋନ, ସୋସିଆଲ ମିଡିଆ ମେସେଜ ଯାଞ୍ଚ କରୁଛି ପୁଲିସ।

Tags: