ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଭୁବନେଶ୍ୱରର ମୁଖ୍ୟ ଯୋଗାଣ ବିଭାଗ ଅଧିକାରୀ । ଆୟାବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ । ଭୁବନେଶ୍ୱର,ବ୍ରହ୍ମପୁରରେ ଥିବା ଘର ସମେତ ପ୍ରଶାନ୍ତଙ୍କ ଭୁବନେଶ୍ୱର ସ୍ଥିତ ପାଣ୍ଡରାରେ ଥିବା ଏକ ମହଲା ଘର, ପାଣ୍ଡରା ଗାଁରେ ଥିବା ୩ ମହଲା ଘର, ଚନ୍ଦ୍ରଶେଖର ପୁରରେ ଥିବା ଦୁଇ ମହଲା ଘର ସମେତ ଅଫିସ ଚ୍ୟାମ୍ବର ତାହା ଏକକାଳୀନ ୮ […]

Samaya Live Picture
Published On

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଭୁବନେଶ୍ୱରର ମୁଖ୍ୟ ଯୋଗାଣ ବିଭାଗ ଅଧିକାରୀ । ଆୟାବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ । ଭୁବନେଶ୍ୱର,ବ୍ରହ୍ମପୁରରେ ଥିବା ଘର ସମେତ ପ୍ରଶାନ୍ତଙ୍କ ଭୁବନେଶ୍ୱର ସ୍ଥିତ ପାଣ୍ଡରାରେ ଥିବା ଏକ ମହଲା ଘର, ପାଣ୍ଡରା ଗାଁରେ ଥିବା ୩ ମହଲା ଘର, ଚନ୍ଦ୍ରଶେଖର ପୁରରେ ଥିବା ଦୁଇ ମହଲା ଘର ସମେତ ଅଫିସ ଚ୍ୟାମ୍ବର ତାହା ଏକକାଳୀନ ୮ ଟି ସ୍ଥାନରେ ଚାଲିଛି ଚଢ଼ଉ। ବ୍ରହ୍ମପୁରର ନୀଳାଞ୍ଚଳ ହାଇଟ୍ସ ଆପାର୍ଟମେଣ୍ଟରେ ବି ଭିଜିଲାନ୍ସ ପକ୍ଷରୁ ରେଡ଼ କରାଯାଇଛି । ଏହି ଚଢାଉରେ ୮ ଜଣ ଡିଏସ୍‌ପି , ୫ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ସାମିଲ ରହିଛନ୍ତି ।

Tags: