ଭିଜିଲାନ୍ସ ଜାଲରେ ବିଇଓ
ଦାରିଙ୍ଗବାଡି : ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ଜିଲ୍ଲା ଶିକ୍ଷାଧିକାରୀ I ନ୍ୟାସନାଲ ପେନସନ ସିଷ୍ଟମ ଟଙ୍କା ହଡପ ମାମଲାରେ ବିଇଓ ରସାନନ୍ଦ କରଙ୍କୁ ବାନ୍ଧିଛି ଭିଜିଲାନ୍ସ I ବିଇଓ ପ୍ରାୟ ୨୦ ଲକ୍ଷ ଟଙ୍କା ହେରଫେର କରି ସେୟାର ମାର୍କେଟରେ ନିବେଶ କରିଥିବା ଅଭିଯୋଗ ହୋଇଛି। ଶିକ୍ଷକଙ୍କ ଅଭିଯୋଗ ପରେ ବିଇଓଙ୍କୁ ଉଠାଇ ନେଇଛି ଭିଜିଲାନ୍ସ । ଏନେଇ ଫୁଲବାଣୀ ଭିଜିଲାନ୍ସ ଇନିସ୍ପେକଟର ସୂଚନା ଦେଇଛନ୍ତି I

Tags: