ଜେଲ ଭିତରେ କଏଦୀଙ୍କ ଗଳାକାଟି ହତ୍ୟା ଉଦ୍ୟମ
ପୁରୀ:ଜେଲ ଭିତରେ କଏଦୀଙ୍କ ଗଳା କାଟି ହତ୍ୟା ଉଦ୍ୟମ କରାଯାଇଛି I ପୁରୀ ଜେଲରେ ଥିବା ଦୁର୍ଦ୍ଦାନ୍ତ ଅପରାଧି ଧୀରେନ୍ଦ୍ରନାଥ ଓରଫ୍ ପପୁ ବରାଳ ଙ୍କ ଗଳା କଟାଯାଇଥିବା ଜଣ ପଡିଛି । ତେବେ ଜେଲ ଭିତରେ ଥିବା ବିଚାରାଧୀନ କଏଦୀର କିଏ, କାହିଁକା ଗଳା କାଟି ହତ୍ୟା କରିବାକୁ ଉଦ୍ୟମ କରିଛି ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ କିମ୍ବା ଜେଲ କର୍ତ୍ତୃପକ୍ଷ ଏ ନେଇ କୌଣସି ମତ ଦେଇନାହାନ୍ତି। ତେବେ ଏନେଇ ବିଭାଗୀୟ ତଦନ୍ତ […]
ପୁରୀ:ଜେଲ ଭିତରେ କଏଦୀଙ୍କ ଗଳା କାଟି ହତ୍ୟା ଉଦ୍ୟମ କରାଯାଇଛି I ପୁରୀ ଜେଲରେ ଥିବା ଦୁର୍ଦ୍ଦାନ୍ତ ଅପରାଧି ଧୀରେନ୍ଦ୍ରନାଥ ଓରଫ୍ ପପୁ ବରାଳ ଙ୍କ ଗଳା କଟାଯାଇଥିବା ଜଣ ପଡିଛି । ତେବେ ଜେଲ ଭିତରେ ଥିବା ବିଚାରାଧୀନ କଏଦୀର କିଏ, କାହିଁକା ଗଳା କାଟି ହତ୍ୟା କରିବାକୁ ଉଦ୍ୟମ କରିଛି ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ କିମ୍ବା ଜେଲ କର୍ତ୍ତୃପକ୍ଷ ଏ ନେଇ କୌଣସି ମତ ଦେଇନାହାନ୍ତି। ତେବେ ଏନେଇ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଯାଇଛି। କୌଣସି ବିବାଦରୁ ଜେଲ୍ ଭିତରେ ଏଭଳି ଅଭାବନୀୟକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଯାହାକୁ ନେଇ ଜେଲ ଭିତରେ କଏଦୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗୁରୁତର ଅବସ୍ଥାରେ ତାକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତ ୨୩ ତାରିଖରେ ଦାଦାବଟି ଆଦାୟ ଅଭିଯୋଗରେ ସମୁଦ୍ରକୂଳ ଥାନା ପୋଲିସ ପପୁକୁ ଗିରଫ କରିିଥିଲା । ପୁଲିସ ଫୋର୍ସ ତାଙ୍କୁ ରୋଗୀ ଶଯ୍ୟା ନିକଟରେ ଜଗି ରହିଛନ୍ତି।




