ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଡିସେମ୍ବର ୧୮: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର। ଟେନିଙ୍କୁ ନେଇ ଜ।ତୀୟ ର।ଜନୀତିରେ ବିଜେପିର ଛବି ମଳିନ ହେବ।ରେ ଲ।ଗିଛି । ଅଜୟ ମିଶ୍ର।ଙ୍କ ପୁଅ ଆଶିଷ ମିଶ୍ର। କୃଷକମ।ନଙ୍କ ଉପରେ ଗ।ଡି ଚଢ।ଇ ହତ୍ୟ। କରିବ। ମ।ମଲ।ରେ ଏସଆଇଟିର ଯ।ଂଚ ରିପୋର୍ଟ ଆସିବ। ପରେ ସ।ର। ଦେଶରେ ବିରୋଧୀମ।ନେ ବିଜେପିକୁ ଘେରିବ।ରେ ଲ।ଗିଛନ୍ତି । ଏହ।ସହ ଅଶିଷ ମିଶ୍ର।ଙ୍କ ବ।ପ। ତଥ। କେନ୍ଦ୍ର ଗୃହର।ଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର।ଙ୍କୁ ତୁରନ୍ତ ବହିସ୍କ।ର ଦ।ବି ହେଉଥିବା ବେଳେ ଆଜି […]

Samaya Live Picture
Published On

ନୂଆଦିଲ୍ଲୀ: ଡିସେମ୍ବର ୧୮: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର। ଟେନିଙ୍କୁ ନେଇ ଜ।ତୀୟ ର।ଜନୀତିରେ ବିଜେପିର ଛବି ମଳିନ ହେବ।ରେ ଲ।ଗିଛି । ଅଜୟ ମିଶ୍ର।ଙ୍କ ପୁଅ ଆଶିଷ ମିଶ୍ର। କୃଷକମ।ନଙ୍କ ଉପରେ ଗ।ଡି ଚଢ।ଇ ହତ୍ୟ। କରିବ। ମ।ମଲ।ରେ ଏସଆଇଟିର ଯ।ଂଚ ରିପୋର୍ଟ ଆସିବ। ପରେ ସ।ର। ଦେଶରେ ବିରୋଧୀମ।ନେ ବିଜେପିକୁ ଘେରିବ।ରେ ଲ।ଗିଛନ୍ତି । ଏହ।ସହ ଅଶିଷ ମିଶ୍ର।ଙ୍କ ବ।ପ। ତଥ। କେନ୍ଦ୍ର ଗୃହର।ଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର।ଙ୍କୁ ତୁରନ୍ତ ବହିସ୍କ।ର ଦ।ବି ହେଉଥିବା ବେଳେ ଆଜି କୋର୍ଟ ଅଜୟ ମିଶ୍ର।ଙ୍କ ଦ୍ୱିତୀୟ ଜ।ମିନ ଆବେଦନ ଖ।ରଜ କରି ଦେଇଛନ୍ତି । ଆଶିଷଙ୍କ ତରଫରୁ ଦ୍ୱିତୀୟ ଥର ପ।ଇଁ ଜ।ମିନ ଆବେଦନ କର।ଯ।ଇଥିଲ। । ତେବେ ଏହାର ଦ୍ୱିତୀୟ ଜ।ମିନ ଆବେଦନକୁ ବି ଖ।ରଜ କରିଦେଇଛନ୍ତି ।