ଭିଜିଲାନ୍ସ ଜାଲରେ ASI
ଜଗତସିଂପୁର : ଭିଜିଲାନ୍ସ ଜାଲରେ ଭଦ୍ରେଶ୍ୱର ଥାନା ASI ଆଲୋକ କୁମାର ଷଡ଼ଙ୍ଗୀ । ୮ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କଟକ ଭିଜିଲାସନ୍ସ ହାତରେ ଧରାପଡ଼ିଛନ୍ତି ASI ଆଲୋକ ଷଡ଼ଙ୍ଗୀ। ନାହଙ୍ଗ ଅଞ୍ଚଳର ଜଗବନ୍ଧୁ ରାଉତଙ୍କକ ଠାରୁ କେସରେ କୋହୋଳ ଦଫା ଲଗେଇବା ପାଇଁ ଟଙ୍କା ନେଉଥିଲା ବେଳେ ଧରାପଡ଼ିଥିଲେ । ଏହି ସମୟରେ ଭିଜିଲାସନ୍ସର ଦୁଇ ଜଣିଆ ଟିମ୍ ଭଦ୍ରେଶ୍ୱର ଥାନ ASI ଆଲୋକ ଷଡ଼ଙ୍ଗୀଙ୍କୁ କାବୁ କରିଥିଲା। ଆଲୋକ କୁମାରଙ୍କର ୩ ଟି ସ୍ଥାନରେ […]
ଜଗତସିଂପୁର : ଭିଜିଲାନ୍ସ ଜାଲରେ ଭଦ୍ରେଶ୍ୱର ଥାନା ASI ଆଲୋକ କୁମାର ଷଡ଼ଙ୍ଗୀ । ୮ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କଟକ ଭିଜିଲାସନ୍ସ ହାତରେ ଧରାପଡ଼ିଛନ୍ତି ASI ଆଲୋକ ଷଡ଼ଙ୍ଗୀ। ନାହଙ୍ଗ ଅଞ୍ଚଳର ଜଗବନ୍ଧୁ ରାଉତଙ୍କକ ଠାରୁ କେସରେ କୋହୋଳ ଦଫା ଲଗେଇବା ପାଇଁ ଟଙ୍କା ନେଉଥିଲା ବେଳେ ଧରାପଡ଼ିଥିଲେ । ଏହି ସମୟରେ ଭିଜିଲାସନ୍ସର ଦୁଇ ଜଣିଆ ଟିମ୍ ଭଦ୍ରେଶ୍ୱର ଥାନ ASI ଆଲୋକ ଷଡ଼ଙ୍ଗୀଙ୍କୁ କାବୁ କରିଥିଲା। ଆଲୋକ କୁମାରଙ୍କର ୩ ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ I




