ପୁଣି ମହାନଦୀକୁ ଡେଇଁଲେ ଯୁବତୀ
ସମ୍ବଲପୁର :ସମ୍ବଲପୁରରେ ପୁଣି ଅଘଟଣ l ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ଡେଇଁ ଯୁବତୀ ନିଖୋଜ l ଯୁବତୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି l ସୂଚନାନୁଯାୟୀ, ଆଜି ପ୍ରାୟ ୧୧.୩୦ ମିନିଟରେ ଚାଉଁରପୁର ବ୍ରିଜ୍ ଉପରେ ଜଣେ ଯୁବତୀ ହଠାତ୍ ସ୍କୁଟି ରଖି ମହାନଦୀକୁ ଡେଇଁ ପଡିଛନ୍ତିପୁଣି l ତାଙ୍କ ପରିଚୟ ମିଳିନଥିବା ବେଳେ ବ୍ରିଜ ଉପରେ ସେ ଛାଡିଯାଇଥିବା ସ୍କୁଟି ଓ ଚପଲକୁ ନେଇ ଛାନଭିନ୍ କରୁଛି ପୋଲିସ l ତେବେ […]
ସମ୍ବଲପୁର :ସମ୍ବଲପୁରରେ ପୁଣି ଅଘଟଣ l ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ଡେଇଁ ଯୁବତୀ ନିଖୋଜ l ଯୁବତୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି l
ସୂଚନାନୁଯାୟୀ, ଆଜି ପ୍ରାୟ ୧୧.୩୦ ମିନିଟରେ ଚାଉଁରପୁର ବ୍ରିଜ୍ ଉପରେ ଜଣେ ଯୁବତୀ ହଠାତ୍ ସ୍କୁଟି ରଖି ମହାନଦୀକୁ ଡେଇଁ ପଡିଛନ୍ତିପୁଣି l ତାଙ୍କ ପରିଚୟ ମିଳିନଥିବା ବେଳେ ବ୍ରିଜ ଉପରେ ସେ ଛାଡିଯାଇଥିବା ସ୍କୁଟି ଓ ଚପଲକୁ ନେଇ ଛାନଭିନ୍ କରୁଛି ପୋଲିସ l ତେବେ ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି l ସ୍ଥାନୀୟଲୋକଙ୍କଠୁ ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ସେଠାରେ ପହଂଚି ଥିଲେ l ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ l ହେଲେ ଏବେ ଯାଏଁ ତାଙ୍କର କୌଣସି ପତ୍ତା ମିଳିନାହିଁ l




