ବାରିପଦା ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ
ବାରିପଦା : ପୁଣି ସାମନାକୁ ଆସିଲା ଆଉ ଏକ ଶିଶୁ ଅଦଳବଦଳ ଘଟଣା । ଏପରି ଏକ ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ହସ୍ପିଟାଲ ବାରିପଦା ପିଆରଏମ ମେଡିକାଲରୁ । ଅିଭଯୋଗ କରିଛନ୍ତି କୁଳିଅଣା ଥାନା କିଶନଡାହି ଅଞ୍ଚଳର ରଙ୍ଗଲାଲ ସିଂ । ମେଡିକାଲରେ ରଙ୍ଗଲାଲଙ୍କ ସ୍ତ୍ରୀ ଏକ ଶିଶୁକୁ ଜନ୍ମ ଦେଇଥିଲେ । ସନ୍ତାନ ପ୍ରସବ ପରେ ଶିଶୁପୁତ୍ର ହୋଇଥିବା ନର୍ସ କହିଥିଲେ । କିନ୍ତୁ ପରେ କନ୍ୟା ସନ୍ତାନ ହସ୍ତାନ୍ତର କରାଯାଇଥିବା […]
ବାରିପଦା : ପୁଣି ସାମନାକୁ ଆସିଲା ଆଉ ଏକ ଶିଶୁ ଅଦଳବଦଳ ଘଟଣା । ଏପରି ଏକ ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ହସ୍ପିଟାଲ ବାରିପଦା ପିଆରଏମ ମେଡିକାଲରୁ । ଅିଭଯୋଗ କରିଛନ୍ତି କୁଳିଅଣା ଥାନା କିଶନଡାହି ଅଞ୍ଚଳର ରଙ୍ଗଲାଲ ସିଂ । ମେଡିକାଲରେ ରଙ୍ଗଲାଲଙ୍କ ସ୍ତ୍ରୀ ଏକ ଶିଶୁକୁ ଜନ୍ମ ଦେଇଥିଲେ । ସନ୍ତାନ ପ୍ରସବ ପରେ ଶିଶୁପୁତ୍ର ହୋଇଥିବା ନର୍ସ କହିଥିଲେ । କିନ୍ତୁ ପରେ କନ୍ୟା ସନ୍ତାନ ହସ୍ତାନ୍ତର କରାଯାଇଥିବା ଅଭିଯୋଗ କରିଛନ୍ତି ରଙ୍ଗଲାଲ । DNA ଟେଷ୍ଟ ପାଇଁ ଦାବି କରିଛନ୍ତି ପରିବାର




