ଗିରଫ ହେଲେ କନିଷ୍ଠ ଖଣି ଅଧିକାରୀ

ଭୁବନେଶ୍ୱର : ଗିରଫ ହେଲେ କେଉଁଝର ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତା। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ଠାରୁ ମିଳିଛି ୧୪ ଟି ପ୍ଲଟ, ୩ଟି କୋଠା, ଗୋଟିଏ ଚାରି ମହଲା ଘର, ଦୁଇଟି ବେନାମୀ ଫ୍ଲାଟ । ୫ ଏକରର ଫାର୍ମ ହାଉସ ଯାହାର ମୂଲ୍ୟ ୭୦ ଲକ୍ଷ । ୫୩ ଲକ୍ଷ ଟଙ୍କାର ଜମା । ଏକ ଲକ୍ଷ ନଗଦ […]

Samaya Live Picture
Published On

ଭୁବନେଶ୍ୱର : ଗିରଫ ହେଲେ କେଉଁଝର ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତା। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ଠାରୁ ମିଳିଛି ୧୪ ଟି ପ୍ଲଟ, ୩ଟି କୋଠା, ଗୋଟିଏ ଚାରି ମହଲା ଘର, ଦୁଇଟି ବେନାମୀ ଫ୍ଲାଟ । ୫ ଏକରର ଫାର୍ମ ହାଉସ ଯାହାର ମୂଲ୍ୟ ୭୦ ଲକ୍ଷ । ୫୩ ଲକ୍ଷ ଟଙ୍କାର ଜମା । ଏକ ଲକ୍ଷ ନଗଦ କ୍ୟାସ । ୩୦୦ ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ । ଗତକାଲି ଭିଜିଲାନ୍ସ ଟିମ୍‌ ତାଙ୍କ କେନ୍ଦୁଝର ଘର ଏବଂ ଭୁବନେଶ୍ୱର, ଭବାନୀପାଟଣା, ଯାଜପୁର ସମେତ ୭ଟି ଜାଗାରେ ଏକକାଳୀନ ଚଢ଼ାଉ କରିଥିଲା।

Tags: