ଭିଜିଲାନ୍ସ ଜାଲରେ ମହିଳା କନିଷ୍ଠ ଯନ୍ତ୍ରୀ
ଜୟପୁର : ଭିଜିଲାନ୍ସ ଜାଲରେ ମହିଳା କନିଷ୍ଠ ଯନ୍ତ୍ରୀ । କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଧୀନରେ କାର୍ଯ୍ୟରତ ପଞ୍ଚାୟତ ରାଜ ବିଭାଗର ମହିଳା ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁଙ୍କୁ ଧରିଲା ଭିଜିଲାନ୍ସ । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ I ଶୁକ୍ରବାର ଦିନ କୋରାପୁଟ ଜିଲ୍ଲା ଘୁମର ପଞ୍ଚାୟର ଜଣେ ଚାଷୀଙ୍କୁ ଗୁହାଳ ଯୋଗାଣ ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଭାନୁମତୀ […]
ଜୟପୁର : ଭିଜିଲାନ୍ସ ଜାଲରେ ମହିଳା କନିଷ୍ଠ ଯନ୍ତ୍ରୀ । କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଧୀନରେ କାର୍ଯ୍ୟରତ ପଞ୍ଚାୟତ ରାଜ ବିଭାଗର ମହିଳା ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁଙ୍କୁ ଧରିଲା ଭିଜିଲାନ୍ସ । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ I ଶୁକ୍ରବାର ଦିନ କୋରାପୁଟ ଜିଲ୍ଲା ଘୁମର ପଞ୍ଚାୟର ଜଣେ ଚାଷୀଙ୍କୁ ଗୁହାଳ ଯୋଗାଣ ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଭାନୁମତୀ । ବର୍ତ୍ତମାନ ତାଙ୍କ କାର୍ଯ୍ୟଳୟରେ ଭିଜିଲାନ୍ସ ଚଢାଉ ଜାରି ରହିଛି ।




