ମାଷ୍ଟର କ୍ୟାଣ୍ଟିନରେ ରକ୍ତାକ୍ତ ସଂଘର୍ଷ

ଭୁବନେଶ୍ୱର : ଦିନ ଦ୍ବିପହରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବୁଲିଲା ଖଣ୍ଡା I ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ I ମାଷ୍ଟରକ୍ୟାଣ୍ଟିନ ଛକରେ ୪ ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଖଣ୍ଡା ଭୁଜାଲିରେ ଆକ୍ରମଣ କରି ରକ୍ତାକ୍ତ କରିପକାଇଛନ୍ତି I ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଯୁବକଙ୍କ ନାଁ ମନୋଜ ଗୌଡ଼ ହୋଇଥିବା ବେଳେ ତାଙ୍କ ଘର ଭଞ୍ଜନଗର ବୋଲି ଜଣାପଡ଼ିଛି । ଆକ୍ରମଣ ପଛର କାରଣ […]

Samaya Live Picture
Published On

ଭୁବନେଶ୍ୱର : ଦିନ ଦ୍ବିପହରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବୁଲିଲା ଖଣ୍ଡା I ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ I ମାଷ୍ଟରକ୍ୟାଣ୍ଟିନ ଛକରେ ୪ ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଖଣ୍ଡା ଭୁଜାଲିରେ ଆକ୍ରମଣ କରି ରକ୍ତାକ୍ତ କରିପକାଇଛନ୍ତି I ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଯୁବକଙ୍କ ନାଁ ମନୋଜ ଗୌଡ଼ ହୋଇଥିବା ବେଳେ ତାଙ୍କ ଘର ଭଞ୍ଜନଗର ବୋଲି ଜଣାପଡ଼ିଛି । ଆକ୍ରମଣ ପଛର କାରଣ ଏପର୍ଯ୍ରନ୍ତ ଜଣାପଡି ନାହିଁ । ଘଟଣାସ୍ଥଳରେ କମିଶନରେଟ୍ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିବା ସହିତ ସିସିଟିଭି ଫୁଟେଜ ଯାଞ୍ଚ କରୁଛି I

Tags: