୬ ବଜ୍ରକାପ୍ତା ବେପାରୀ ଗିରଫ
ନୂଆପଡା : ବଜ୍ରକାପ୍ତା ଡିଲ୍ ବେଳେ ଚଢ଼ାଉ କଲା ବନ ବିଭାଗ । ବଜ୍ରକାପ୍ତା ଉଦ୍ଧାର ସହିତ ୬ ଜଣଙ୍କୁ ଗିରଫ କରିଛି ବନବିଭାଗ । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଝଂକାରଗୁଡ଼ା ଗାଁରେ ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଖବର ପାଇଥିଲା ବନ ବିଭାଗ । ଏହାପରେ ଛତିଶଗଡ଼ ଓ ସିନାପାଲି ବନବିଭାଗର ମିଳିତ କରିଥିଲେ I ତେବେ ଏହି ବଜ୍ରକାପ୍ତା କେଉଁଠିକି ରପ୍ତାନି ହେଉଥିଲା ଓ ଆଉ କିଏ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି […]
ନୂଆପଡା : ବଜ୍ରକାପ୍ତା ଡିଲ୍ ବେଳେ ଚଢ଼ାଉ କଲା ବନ ବିଭାଗ । ବଜ୍ରକାପ୍ତା ଉଦ୍ଧାର ସହିତ ୬ ଜଣଙ୍କୁ ଗିରଫ କରିଛି ବନବିଭାଗ । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଝଂକାରଗୁଡ଼ା ଗାଁରେ ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଖବର ପାଇଥିଲା ବନ ବିଭାଗ । ଏହାପରେ ଛତିଶଗଡ଼ ଓ ସିନାପାଲି ବନବିଭାଗର ମିଳିତ କରିଥିଲେ I ତେବେ ଏହି ବଜ୍ରକାପ୍ତା କେଉଁଠିକି ରପ୍ତାନି ହେଉଥିଲା ଓ ଆଉ କିଏ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ଏନେଇ ବନବିଭାଗ ଅଧିକ ତଦନ୍ତ ଚଳାଇଛି ।
Tags:




