ପାହାଡି ଲୁଟେରା ଗ୍ୟାଙ୍ଗ ର ୫ ସଦସ୍ୟ ଗିରଫ,୫୦ ରୁ ଉର୍ଧ୍ଵ ମୋବାଇଲ ଜବତ

ଭୁବନେଶ୍ୱର : ପାର୍ବଣ ପୂର୍ବରୁ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗକୁ କାବୁ କଲା ପୋଲିସ । ଝାଡ଼ଖଣ୍ଡର ପାହାଡି ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ ପୋଲିସ । ୩ ପାହାଡି ଗ୍ୟାଙ୍ଗର ୫ ଦଦସ୍ୟଙ୍କୁ କାବୁ କରିବା ସହିତ ତାଙ୍କ ନିକଟରୁ ୫୦ ରୁ ଉର୍ଦ୍ଧ୍ବ ଦାମୀ ମୋବାଇଲ ଜବତ କରିଛି । ପୂଜାରେ ଲୁଟିବା ପାଇଁ ଭୁବନେଶ୍ବର ଆସିଥିଲେ ଝାଡ଼ଖଣ୍ଡର ଏହି ପାହାଡ଼ି ଗ୍ୟାଙ୍ଗ୍ । ଏମାନଙ୍କ ମଧ୍ୟରେ ୨ ଜଣ ନାବାଳକ ରହିଛନ୍ତି […]

ପାହାଡି ଲୁଟେରା ଗ୍ୟାଙ୍ଗ ର ୫ ସଦସ୍ୟ ଗିରଫ,୫୦ ରୁ ଉର୍ଧ୍ଵ ମୋବାଇଲ ଜବତ
Samaya Live Picture
Published On

ଭୁବନେଶ୍ୱର : ପାର୍ବଣ ପୂର୍ବରୁ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗକୁ କାବୁ କଲା ପୋଲିସ । ଝାଡ଼ଖଣ୍ଡର ପାହାଡି ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ ପୋଲିସ । ୩ ପାହାଡି ଗ୍ୟାଙ୍ଗର ୫ ଦଦସ୍ୟଙ୍କୁ କାବୁ କରିବା ସହିତ ତାଙ୍କ ନିକଟରୁ ୫୦ ରୁ ଉର୍ଦ୍ଧ୍ବ ଦାମୀ ମୋବାଇଲ ଜବତ କରିଛି । ପୂଜାରେ ଲୁଟିବା ପାଇଁ ଭୁବନେଶ୍ବର ଆସିଥିଲେ ଝାଡ଼ଖଣ୍ଡର ଏହି ପାହାଡ଼ି ଗ୍ୟାଙ୍ଗ୍ । ଏମାନଙ୍କ ମଧ୍ୟରେ ୨ ଜଣ ନାବାଳକ ରହିଛନ୍ତି । ରାଜଧାନୀ ସମେତ ଆଖପାଖ ଅଂଚଳ ଏବଂ ଆପାର୍ଟମେଣ୍ଟ ଲୁଟରେ ସମ୍ପୃକ୍ତ ଥିଲେ ଏମାନେ । ପୂଜା ପୂର୍ବରୁ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁଲିସ ।

Tags: