ବାଘଛାଲ ଡିଲ ବେଳେ ୫ ଅଭିଯୁକ୍ତ ଗିରଫ,ବାଘଛାଲ ଜବତ
ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବନ ବିଭାଗକୁ ବଡ ସଫଳତା । ହରିପୁର ଗାଁଠାରେ ବାଘଛାଲ ଡିଲ ବେଳେ ଧରିଲା ବନବିଭାଗ । କଲରାପତରିଆ ବାଘଛାଲ ଜବତ ସହ ୫ ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ଥିବା ସୂଚନା । ଏହାସହ ୨ ଟି ମୋଟର ସାଇକଲ ଏବଂ ୫ ଟି ମୋବାଇଲ ଫୋନ ମଧ୍ୟ ଜବତ ଜବତ ହୋଇଛି । ୫ ଅଭିଯୁକ୍ତଙ୍କ […]
ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବନ ବିଭାଗକୁ ବଡ ସଫଳତା । ହରିପୁର ଗାଁଠାରେ ବାଘଛାଲ ଡିଲ ବେଳେ ଧରିଲା ବନବିଭାଗ । କଲରାପତରିଆ ବାଘଛାଲ ଜବତ ସହ ୫ ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ଥିବା ସୂଚନା । ଏହାସହ ୨ ଟି ମୋଟର ସାଇକଲ ଏବଂ ୫ ଟି ମୋବାଇଲ ଫୋନ ମଧ୍ୟ ଜବତ ଜବତ ହୋଇଛି । ୫ ଅଭିଯୁକ୍ତଙ୍କ ମଧ୍ୟ ରୁ ୪ ଜଣ ନୂଆପଡା ଜିଲ୍ଲା ର ହୋଇଥିବା ବେଳେ ଅନ୍ୟ ଜଣେ ବଲାଙ୍ଗୀର ଜିଲ୍ଲା ରେ ହୋଇଥିବା ସୂଚନା । ଏହି ଘଟଣାରେ ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର ଥିବାବେଳେ ତାଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି ବନବିଭାଗ ।
Tags:




