ଏୟାରପୋର୍ଟ ଛକରେ ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଭୂବନେଶ୍ୱ ଏୟାରପୋର୍ଟ ଛକରେ ରକ୍ତାକ୍ତ ସଂଘର୍ଷ I ୨ ଯୁବକଙ୍କୁ ସଂଘବଦ୍ଧ ଭାବରେ ମରଣାନ୍ତକ ଆକ୍ରମଣ କରାଯାଇଛି I ଉଭୟଙ୍କ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ଗୁରୁତର ଆହତ ଅବସ୍ଥାରେ ଆହତ ୨ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣରେ ଶିକାର ହୋଇଥିବା ୨ ଯୁବକ ହେଉଛନ୍ତି ଏୟାରପୋର୍ଟ ଥାନା ଝରଣା ସାହିର ଶିବ ଓରଫ ମଦନ ମହାରଣା ଏବଂ […]
ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଭୂବନେଶ୍ୱ ଏୟାରପୋର୍ଟ ଛକରେ ରକ୍ତାକ୍ତ ସଂଘର୍ଷ I ୨ ଯୁବକଙ୍କୁ ସଂଘବଦ୍ଧ ଭାବରେ ମରଣାନ୍ତକ ଆକ୍ରମଣ କରାଯାଇଛି I ଉଭୟଙ୍କ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି ।
ଗୁରୁତର ଆହତ ଅବସ୍ଥାରେ ଆହତ ୨ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଆକ୍ରମଣରେ ଶିକାର ହୋଇଥିବା ୨ ଯୁବକ ହେଉଛନ୍ତି ଏୟାରପୋର୍ଟ ଥାନା ଝରଣା ସାହିର ଶିବ ଓରଫ ମଦନ ମହାରଣା ଏବଂ ଆହତ ହୋଇଥିବା ଯୁବକ ଜଣକ ତା’ର ସହଯୋଗୀ ୟୁନିଟ -୬ ପିଚୁ ବସ୍ତିର ରାକI ନାୟକ I ପୂର୍ବ ଶତ୍ରୁତାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡିଛି I ଘଟଣାସ୍ଥଳରେ ଏୟାରପୋର୍ଟ ଥାନା ପୋଲିସ ବିପହଁଚି ଛାନଭିନ ଜାରି ରଖିଛି I




