ମା’ର ଗଳାକାଟି ହତ୍ୟା କଲେ ୨ ପୁଅ

କଟକ : କଟକ ମହାନଦୀବିହାରରେ ଚଞ୍ଚଲ୍ୟ । ମାଆର ଗଳାକାଟି ନୃଶଂସ ଭାବେ ହତ୍ୟା କଲେ ୨ ପୁଅ । ମହାନଦୀ ବିହାର ସ୍ଥିତ ଘରେ ପଡି ରହିଛି ମା’ର ରକ୍ତାକ୍ତ ମୃତଦେହ । ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଜବତ କରାଯାଇଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଛି।ଖବର ପାଇ ଚାଉଳିଆଗଞ୍ଜ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ ଜଣେ ପୁଅ ଫେରାର ହୋଇଯାଇଥିବାବେଳେ ଅନ୍ୟ ଜଣକୁ ଅଟକ […]

Samaya Live Picture
Published On

କଟକ : କଟକ ମହାନଦୀବିହାରରେ ଚଞ୍ଚଲ୍ୟ । ମାଆର ଗଳାକାଟି ନୃଶଂସ ଭାବେ ହତ୍ୟା କଲେ ୨ ପୁଅ । ମହାନଦୀ ବିହାର ସ୍ଥିତ ଘରେ ପଡି ରହିଛି ମା’ର ରକ୍ତାକ୍ତ ମୃତଦେହ । ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଜବତ କରାଯାଇଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଛି।ଖବର ପାଇ ଚାଉଳିଆଗଞ୍ଜ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ ଜଣେ ପୁଅ ଫେରାର ହୋଇଯାଇଥିବାବେଳେ ଅନ୍ୟ ଜଣକୁ ଅଟକ ରଖିଛି ଚାଉଳିଆଗଞ୍ଜ ପୋଲିସ ।

Tags: