ୱେଷ୍ଟ ବେଙ୍ଗଲ ଏସଏସସି ସ୍କାମ : ଇଡି ର ଜେରା ବେଳେ ବେଳେ ପାର୍ଥ ଅର୍ପିତାଙ୍କୁ ଚିହ୍ନନ୍ତି ନାହିଁ କହିଲେ
ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ପାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତଓ ମୁଖାର୍ଜୀ ଓ ଆଜି ପୁଣି ଉଭୟଙ୍କୁ ଇଡି ଅଦାଲତ ରେ ହାଜର କରାଯିବ ଓ ତେବେ ଏହା ପୂର୍ବରୁ ଅର୍ପିତଓ ମୁଖାର୍ଜୀ ଙ୍କୁ ଇଏସଆଇ ହସ୍ପିଟାଲ ନେଇ ଚିକିତ୍ସା କରାଯାଇଛି ଓ ବର୍ତ୍ତମାନ ଏହି ମାମଲାର ଆସିଛି ରୋଚକ ମୋଡ଼ ଓ ଇଡି ସୂତ୍ରରୁ ପ୍ରକାଶ ଯେ ଗୁରୁବାର ଦିନ ପାର୍ଥ -ଅର୍ପିତା ଙ୍କୁ ମୁହାଁମୁହିଁ ଏଡି […]
ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ପାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତଓ ମୁଖାର୍ଜୀ ଓ ଆଜି ପୁଣି ଉଭୟଙ୍କୁ ଇଡି ଅଦାଲତ ରେ ହାଜର କରାଯିବ ଓ ତେବେ ଏହା ପୂର୍ବରୁ ଅର୍ପିତଓ ମୁଖାର୍ଜୀ ଙ୍କୁ ଇଏସଆଇ ହସ୍ପିଟାଲ ନେଇ ଚିକିତ୍ସା କରାଯାଇଛି ଓ ବର୍ତ୍ତମାନ ଏହି ମାମଲାର ଆସିଛି ରୋଚକ ମୋଡ଼ ଓ ଇଡି ସୂତ୍ରରୁ ପ୍ରକାଶ ଯେ ଗୁରୁବାର ଦିନ ପାର୍ଥ -ଅର୍ପିତା ଙ୍କୁ ମୁହାଁମୁହିଁ ଏଡି ପକ୍ଷରୁ ଜେରା କର ଯାଇଥିଲା ଓ ଏହି ସମୟରେ ପାର୍ଥ ଆର୍ପିତଓଙ୍କୁ ଚିହ୍ନି ନ ଥିବା କହିଥିଲେ ଓ ପାର୍ଥ କହିଥିଲେ କି କୌଣସି ଏକ ପୂଜାରେ ସେ ଅର୍ପିତା ଙ୍କୁ ଦେଖିଥିଲେ ,ସେହିଠାରେ ଯାହା ତାଙ୍କର ଚି଼ହ୍ନଓ ହୋଇଥିଲା ଏହା ପରେ ସେ ତାଙ୍କୁ ଆଉ ଜାଣନ୍ତି ନାହିଁ ଓ
ସୂଚନାନୁସାରେ ପଶ୍ଚିମବଙ୍ଗ ର ବହୁ କୋଟି ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଛନ୍ତି ମମତା ସରକାର ଙ୍କ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ଗତ ମାସରେ ତାଙ୍କ ଘନିଷ୍ଠ ସହଯୋଗୀ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଙ୍କ ଘରୁ ପାଖାପାଖି ୫୨ କୋଟି ଟଙ୍କା ନଗଦ ସହିତ ସୁନା ଓ ହୀରା ଗହଣା ଜବତ କରିଥିଲା ଇଡି ଓ ବର୍ତମାନ ଏହି ମାମଲାରେ ପାର୍ଥ ଚାଟାର୍ଜୀଙ୍କ ଝିଅ ସୋହିନୀ ଭଟ୍ଟାଚାର୍ୟ୍ୟ ଏବଂ ତାଙ୍କ ସ୍ୱାମୀ କଲ୍ୟାଣମୟ ଭଟ୍ଟାଚାର୍ଯ୍ୟଙ୍କୁ ନିଜ ସ୍କାନରରେ ରଖିଛି ଇଡି । ସୋହିନୀ ଏବଂ କଲ୍ୟାଣମୟ ବର୍ତ୍ତମାନ ଆମେରିକାରେ ଅଛନ୍ତି ଓ ଏହି ଦମ୍ପତିଙ୍କୁ ଏକ ଇମେଲ ପଠାଇ ପଚରାଉଚରା ପାଇଁ ଶୀଘ୍ର କୋଲକାତାରେ ପହଞ୍ଚିବାକୁ ନିର୍ଦେଶ ଦେଇଛନ୍ତି ଇଡି I




