ସାପ୍ତାହିକ ହାଟରେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ
ଢେଙ୍କାନାଳ : ସାପ୍ତାହିକ ହାଟରେ ବୋମାମାଡ । କାମାକ୍ଷାନଗର ଥାନା ଜିରାଳ ହାଟରେ ହୋଇଛି ଏହି ବୋମାମାଡ । ଜଣେ ଗୋରୁ ବ୍ୟବସାୟୀଙ୍କ ଉପରକୁ ବୋମା ମାଡ କରି ୬ ଦୁର୍ବୃତ ଲୁଟ୍ କରିଛନ୍ତି । ଆଜି ସକାଳେ ଏକ ବୋଲେରୋ ଯୋଗେ ବାରିପଦାର ୫ ଜଣ ବ୍ୟବସାୟୀ ଗୋରୁ କିଣିବାକୁ ଆସିଥିଲେ । ତେବେ ସେଠାରେ ହଠାତ ୬ ଜଣ ଦୁର୍ବୃତ୍ତ ବୋଲେରୋ ନିକଟକୁ ଆସି ବୋମାମାଡ କରିଥିଲେ । ଏହାପରେ ଗାଡିର ଡ୍ରାଇଭରଙ୍କୁ ମାଡ […]
ଢେଙ୍କାନାଳ : ସାପ୍ତାହିକ ହାଟରେ ବୋମାମାଡ । କାମାକ୍ଷାନଗର ଥାନା ଜିରାଳ ହାଟରେ ହୋଇଛି ଏହି ବୋମାମାଡ । ଜଣେ ଗୋରୁ ବ୍ୟବସାୟୀଙ୍କ ଉପରକୁ ବୋମା ମାଡ କରି ୬ ଦୁର୍ବୃତ ଲୁଟ୍ କରିଛନ୍ତି । ଆଜି ସକାଳେ ଏକ ବୋଲେରୋ ଯୋଗେ ବାରିପଦାର ୫ ଜଣ ବ୍ୟବସାୟୀ ଗୋରୁ କିଣିବାକୁ ଆସିଥିଲେ । ତେବେ ସେଠାରେ ହଠାତ ୬ ଜଣ ଦୁର୍ବୃତ୍ତ ବୋଲେରୋ ନିକଟକୁ ଆସି ବୋମାମାଡ କରିଥିଲେ । ଏହାପରେ ଗାଡିର ଡ୍ରାଇଭରଙ୍କୁ ମାଡ ମାରି ବୋଲେରୋ ସହ ବ୍ୟବସାୟୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି । ଖବର ପାଇ କାମାକ୍ଷନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିିଛି ।




