ଲିଙ୍ଗରାଜ ମନ୍ଦିର ନିକଟ ATM ରୁ ଲୁଟ

ଭୁବନେଶ୍ୱର : ATM ଭାଙ୍ଗି ବଡ଼ ଧରଣର ଲୁଟ I ଗ୍ୟାସ କଟରରେ ATM କୁ କାଟି ଲୁଟି ନେଇଗଲେ ୧୫ ଲକ୍ଷ ଟଙ୍କା I ଲିଙ୍ଗରାଜ ମନ୍ଦିର ନିକଟ ଜନଗହଳିପୂର୍ଣ୍ଣ ହାଟସାହିରେ ଥିବା SBI ATM ରୁ ଗତକାଲି ରାତିରେ ଏହି ଲୁଟହୋଇଥିବା ଜଣା ପଡିଛି I ଘଟଣାସ୍ଥଳରେ ଲିଙ୍ଗରାଜ ପୋଲିସ ପହଂଚି ତଦନ୍ତ ଚଳାଇଛି ଏଯାଏଁ କେହି ଗିରଫ ହୋଇନଥିବା ଜଣାପଡିଛି I

Samaya Live Picture
Published On

Tags: