ରେଳ ଧାରଣାରୁ ବଲାଙ୍ଗୀର ବଣିକ ସଂଘ ସଭାପତିଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର : ରେଳ ଧାରଣାରୁ ମୃତଦେହ ଉଦ୍ଧାର I ଆଜି ସକାଳେ ଖୁଜେନପାଲି ରେଳ ଧାରଣାରୁ ବଲାଙ୍ଗୀର ବଣିକ ସଂଘ ସଭାପତି ତ୍ରିପୁରାରି ପାଣିଗ୍ରାହୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ରହସ୍ୟଜନକ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଘଟଣାସ୍ଥଳରେ ରେଲୱେ ପୋଲିସ ପହଁଚି ମୃତଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି I ତ୍ରିପୁରାରି ପାଣିଗ୍ରାହୀ ଜିଲ୍ଲା ବଣିକ ସଂଘର ସଭାପତି ରହିବା ସହିତ ଜଣେ ଜଣାଶୁଣା ବ୍ୟବସାୟୀ ଥିଲେ।ତେବେ ତାଙ୍କର ମୃତ୍ୟୁ […]

Samaya Live Picture
Published On

ବଲାଙ୍ଗୀର : ରେଳ ଧାରଣାରୁ ମୃତଦେହ ଉଦ୍ଧାର I ଆଜି ସକାଳେ ଖୁଜେନପାଲି ରେଳ ଧାରଣାରୁ ବଲାଙ୍ଗୀର ବଣିକ ସଂଘ ସଭାପତି ତ୍ରିପୁରାରି ପାଣିଗ୍ରାହୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ରହସ୍ୟଜନକ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଘଟଣାସ୍ଥଳରେ ରେଲୱେ ପୋଲିସ ପହଁଚି ମୃତଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି I ତ୍ରିପୁରାରି ପାଣିଗ୍ରାହୀ ଜିଲ୍ଲା ବଣିକ ସଂଘର ସଭାପତି ରହିବା ସହିତ ଜଣେ ଜଣାଶୁଣା ବ୍ୟବସାୟୀ ଥିଲେ।ତେବେ ତାଙ୍କର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଏଯାଏଁ ସ୍ପଷ୍ଟ ହୋଇ ନଥିବାବେଳେ ଘଟଣାର ତଦନ୍ତ କରୁଛି ରେଲୱେ ପୋଲିସ I

Tags: