ରିଏଲ ଇଷ୍ଟେଟ ଡି.ଏନ ଗ୍ରୁପ ର ୯୦ କୋଟି ଟଙ୍କାର ଟିକସ ଫାଙ୍କି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ରିଏଲ ଇଷ୍ଟେଟ କମ୍ପାନୀ ଡି.ଏନ ଗ୍ରୁପ ର ୯୦ କୋଟି ଟଙ୍କାର ଟିକସ ଫାଙ୍କି I ୫ତାରିଖ ଦିନ ଆୟକର ବିଭାଗ ପକ୍ଷରୁ କ୍ରମାଗତ ୪ ଦିନ ଧରି ଏକ କଲିଂ ୨୦ ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା I ତେବେ ଏତେ ବଡ଼ ଟିକସ ଫାଙ୍କି ଅଭିଯୋଗ ନେଇ ଡିଏନ୍ ଗ୍ରୁପ୍ ପକ୍ଷରୁ ଆଜି କୌଣସି ପ୍ରତିକ୍ରିୟା କିମ୍ବା ସ୍ପଷ୍ଟୀକରଣ ଜାରି ହୋଇନାହିଁ । ସୂଚନାନୁସାରେ,ଟିକସ ଫାଙ୍କିବା ଅଭିଯୋଗ […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ରିଏଲ ଇଷ୍ଟେଟ କମ୍ପାନୀ ଡି.ଏନ ଗ୍ରୁପ ର ୯୦ କୋଟି ଟଙ୍କାର ଟିକସ ଫାଙ୍କି I ୫ତାରିଖ ଦିନ ଆୟକର ବିଭାଗ ପକ୍ଷରୁ କ୍ରମାଗତ ୪ ଦିନ ଧରି ଏକ କଲିଂ ୨୦ ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା I ତେବେ ଏତେ ବଡ଼ ଟିକସ ଫାଙ୍କି ଅଭିଯୋଗ ନେଇ ଡିଏନ୍ ଗ୍ରୁପ୍ ପକ୍ଷରୁ ଆଜି କୌଣସି ପ୍ରତିକ୍ରିୟା କିମ୍ବା ସ୍ପଷ୍ଟୀକରଣ ଜାରି ହୋଇନାହିଁ ।

ସୂଚନାନୁସାରେ,ଟିକସ ଫାଙ୍କିବା ଅଭିଯୋଗ ପାଇବା ପରେ ଯାଏ ବିଭାଗ ପକ୍ଷରୁ ଜୁଲାଇ ୫ ଵତାରିଖରୁ ଡ଼ିଏନ ଗ୍ରୁପ ପ୍ରାୟ ୨୦ଟି ଶାଖା ଗୁଡିକରେ ଲଗାତାର ୪ ଦିନ ଧରି ଚଢ଼ାଉ ଜାରି ରହିଥିଲା I ଏହି ସମୟରେ ନଗଦ ୯ କୋଟି ଟଙ୍କା ଜବତ ସହିତ ବିଭିନ୍ନ ପ୍ରକାର ଜାଲ ରସିଦ ସବୁ ଆୟକର ବିଭାଗ ଜବତ କରିଥିଲେ I ତେବେ ୪ ଦିନର ଚଢ଼ାଉ ପରେ ସମୁଦାୟ ୯୦ କୋଟି ଟଙ୍କାର ଟିକସ ଫାଙ୍କି କରିଥିବା ଜଣ ପଡିଥିଲା I

Tags: