ରାଜଧାନୀରେ ମହିଳାଙ୍କୁ ଛୁରୀ ଭୁସି ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ମହିଳାଙ୍କୁ ବୀଭତ୍ସ ହତ୍ୟା । ଭୁବନେଶ୍ବର ଚନ୍ଦକା ଗୋଠପାଟଣାରେ ଜଣେ ମହିଳାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ଘଟଣ ଘଟିଛି ଗୋଠପଟଣା ଫାଣ୍ଡି ପାଖରୁ ମାତ୍ର ୫୦ ମିଟର ଦୂରରେ । ମୃତ ମହିଳା ହେଉଛନ୍ତି ୩୫ ବର୍ଷୀୟ ସସ୍ମିତା ବେହେରା । ସେ ଗୋଠପାଟଣା ବଜାରରେ ସେ ଏକ ଜଳଖିଆ ଦୋକାନ କରିଥିଲେ । ସସ୍ମିତା ପରିବାର ସହ କ୍ରିଷ୍ନାପୁରୀ କଲୋନୀରେ ରହୁଥିଲେ । କେହି ଦୁର୍ବୃତ୍ତ ତାଙ୍କୁ ଛୁରା […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ମହିଳାଙ୍କୁ ବୀଭତ୍ସ ହତ୍ୟା । ଭୁବନେଶ୍ବର ଚନ୍ଦକା ଗୋଠପାଟଣାରେ ଜଣେ ମହିଳାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ଘଟଣ ଘଟିଛି ଗୋଠପଟଣା ଫାଣ୍ଡି ପାଖରୁ ମାତ୍ର ୫୦ ମିଟର ଦୂରରେ । ମୃତ ମହିଳା ହେଉଛନ୍ତି ୩୫ ବର୍ଷୀୟ ସସ୍ମିତା ବେହେରା । ସେ ଗୋଠପାଟଣା ବଜାରରେ ସେ ଏକ ଜଳଖିଆ ଦୋକାନ କରିଥିଲେ । ସସ୍ମିତା ପରିବାର ସହ କ୍ରିଷ୍ନାପୁରୀ କଲୋନୀରେ ରହୁଥିଲେ । କେହି ଦୁର୍ବୃତ୍ତ ତାଙ୍କୁ ଛୁରା ମାଡ଼ କରି ଫେରାର ହୋଇ ଯାଇଛି । ତେବେ ମହିଳାଙ୍କୁ କିଏ ହତ୍ୟା କଲା ଓ କାହିଁ କି ତାହା ଅସ୍ପଷ୍ଟ ରହିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଲାଇଛି ।

Tags: