ଭୋଜି ହେଲା କାଳ,ବଡ଼ ବଡ ଭାଇ ଗୁଳିମାଡରେ ସାନ ଭାଇ ମୃତ

ରାଉରକେଲା : ଭୋଜିରେ ଅଘଟଣ I ବଡ ଭାଇ ଗୁଳିମାଡରେ ସାନ ଭାଇର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ବିଶ୍ରା ଥାନା ତେତେରକେଲା ଘାଟରେ ଘଟିଛି। ସାଙ୍ଗ ସାଥୀଙ୍କୁ ନେଇ ନୂଆବର୍ଷରେ ପିକ୍‌‌ନିକ୍‌‌ କରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ମୃତ ସନା ଭାଇର ନାଁ କ୍ଷୀରଧର ସିଂ। ଅଭିଯୁକ୍ତ ବଡ଼ ଭାଇଙ୍କ ନାଁ ଉମେଶ ସିଂ। ନିଶାସକ୍ତ ଅବସ୍ଥାରେ ଗୁଳିମାଡ କରିଥିବା ନେଇ ସୂଚନା ମିଳିଥିବା ବେଳେ ବଡ ଭାଇକୁ ପୁଲିସ […]

Samaya Live Picture
Published On

ରାଉରକେଲା : ଭୋଜିରେ ଅଘଟଣ I ବଡ ଭାଇ ଗୁଳିମାଡରେ ସାନ ଭାଇର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ବିଶ୍ରା ଥାନା ତେତେରକେଲା ଘାଟରେ ଘଟିଛି। ସାଙ୍ଗ ସାଥୀଙ୍କୁ ନେଇ ନୂଆବର୍ଷରେ ପିକ୍‌‌ନିକ୍‌‌ କରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ମୃତ ସନା ଭାଇର ନାଁ କ୍ଷୀରଧର ସିଂ। ଅଭିଯୁକ୍ତ ବଡ଼ ଭାଇଙ୍କ ନାଁ ଉମେଶ ସିଂ। ନିଶାସକ୍ତ ଅବସ୍ଥାରେ ଗୁଳିମାଡ କରିଥିବା ନେଇ ସୂଚନା ମିଳିଥିବା ବେଳେ ବଡ ଭାଇକୁ ପୁଲିସ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।

Tags: