ଭୁବନେଶ୍ୱର BSNL ଅଫିସର ଚିଫ ଇଞ୍ଜିନିୟରଙ୍କ ଅଫିସ ସାମଗ୍ରୀ ନିଲାମ ପାଇଁ ନିର୍ଦେଶ

ଭୁବନେଶ୍ଵର : ଠିକାଦାରଙ୍କ ବିଲ ପେମେଣ୍ଟ ନକରିବାରୁ ନିଲାମ ହେବ BSNL ଅଫିସର ଚିଫ ଇଞ୍ଜିନିୟରଙ୍କ ଅଫିସ ସାମଗ୍ରୀ I ଇଞ୍ଜିନିୟରଙ୍କ ଅଫିସ ସାମଗ୍ରୀ ନିଲାମ ପାଇଁ ପହଞ୍ଚି ଥିଲେ କୋର୍ଟ କର୍ମଚାରୀ I ୧ କୋଟି ୩୩ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ନିଲାମ ପାଇଁ ପହଂଚିଥିଲେ କୋର୍ଟ କର୍ମଚାରୀ I ଭୁବନେଶ୍ୱର BSNL ଅଫିସ ଚିଫ ଇଂଜିନିୟର ପି.କେ.ମଲ୍ଲିକ ଠିକାଦାର ସୁଭାଷ ଚନ୍ଦ୍ର କାଞ୍ଚନଙ୍କ ପୁରୁଣା ବିଲ ପେମେଣ୍ଟ ନ କରିବାରୁ ୨୦୦୦ ମସିହାରେ […]

Samaya Live Picture
Published On

ଭୁବନେଶ୍ଵର : ଠିକାଦାରଙ୍କ ବିଲ ପେମେଣ୍ଟ ନକରିବାରୁ ନିଲାମ ହେବ BSNL ଅଫିସର ଚିଫ ଇଞ୍ଜିନିୟରଙ୍କ ଅଫିସ ସାମଗ୍ରୀ I ଇଞ୍ଜିନିୟରଙ୍କ ଅଫିସ ସାମଗ୍ରୀ ନିଲାମ ପାଇଁ ପହଞ୍ଚି ଥିଲେ କୋର୍ଟ କର୍ମଚାରୀ I ୧ କୋଟି ୩୩ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ନିଲାମ ପାଇଁ ପହଂଚିଥିଲେ କୋର୍ଟ କର୍ମଚାରୀ I ଭୁବନେଶ୍ୱର BSNL ଅଫିସ ଚିଫ ଇଂଜିନିୟର ପି.କେ.ମଲ୍ଲିକ ଠିକାଦାର ସୁଭାଷ ଚନ୍ଦ୍ର କାଞ୍ଚନଙ୍କ ପୁରୁଣା ବିଲ ପେମେଣ୍ଟ ନ କରିବାରୁ ୨୦୦୦ ମସିହାରେ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ I

ସୂଚନାନୁସାରେ,ଠିକାଦାର ସୁଭାଷ ଚନ୍ଦ୍ର ୨୦୦୦ ମସିହାରେ କଳିଙ୍ଗ ହସ୍ପିଟାଲ ପଛ ପାଖରେ ୯ ଟି ଟାଇପ -୫ କ୍ଵାଟର ନିର୍ମାଣ କରିଥିଲେ I ତେବେ କ୍ଵାଟର ନିର୍ମାଣ ଚାଲୁଥିବା ସମୟରେ ୨୦୦୨ ମସିହାରେ ଅନ୍ୟ ଜଣଙ୍କୁ ଟେଣ୍ଡର ଦିଆ ଯାଇଥିଲା I ମାତ୍ର ସେତେବେଳକୁ କ୍ଵାଟର ନିର୍ମାଣ ବାବଦରେ ୭୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଥିଲା I ଏହି ବକେୟା ଟଙ୍କା ପାଇବାକୁ ସେତେବେଳେ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ଠିକାଦାର ସୁଭାଷ ଚନ୍ଦ୍ର କାଞ୍ଚନ I ବାରମ୍ବାର କୋର୍ଟର ନିର୍ଦେଶ ସତ୍ୱେ ବିଲ ପେମେଣ୍ଟ କରି ନଥିଲେ ଇଂଜିନିୟର ପି.କେ.ମଲ୍ଲିକ I

Tags: