ଭିଜିଲାନ୍ସ ଜାଲରେ ଭଦ୍ରକର ସିଡିପିଓ ଓ ସୁପରଭାଇଜର
ଭଦ୍ରକ: ଭଦ୍ରକ ଭିଜିଲାନ୍ସ ଜାଲରେ ସିଡିପିଓ ଓ ସୁପରଭାଇଜର । ଅଙ୍ଗନବାଡି ୱାର୍କର ନିଯୁକ୍ତି ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ିବସିଲା ଭିଜିଲାନ୍ସ । ସିଡିପିଓ ସୁଗନ୍ଧା ଦାସ ଓ ସୁପରଭାଇଜର ସୁଲୋଚନା ବେହେରା l ସୂଚନାନୁଯାୟୀ, ଭଦ୍ରକ ବ୍ଲକ ବଣିଆ ପଞ୍ଚାୟତ ସରଗଢିଆ ମିନି ଅଙ୍ଗନବାଡି କେନ୍ଦ୍ରରେ ୱାର୍କର ନିଯୁକ୍ତି ପାଇଁ ଲାଞ୍ଚ ନେଉଥିଲେ । ଏହି ସମୟର ସିଡିପିଓ ସୁଗନ୍ଧା ଦାସ ଓ ସୁପରଭାଇଜର ସୁଲୋଚନା ବେହେରାଙ୍କୁ ମାଡ଼ି ବସିଛି ଭିଜିଲାନ୍ସ […]
ଭଦ୍ରକ: ଭଦ୍ରକ ଭିଜିଲାନ୍ସ ଜାଲରେ ସିଡିପିଓ ଓ ସୁପରଭାଇଜର । ଅଙ୍ଗନବାଡି ୱାର୍କର ନିଯୁକ୍ତି ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ିବସିଲା ଭିଜିଲାନ୍ସ । ସିଡିପିଓ ସୁଗନ୍ଧା ଦାସ ଓ ସୁପରଭାଇଜର ସୁଲୋଚନା ବେହେରା l
ସୂଚନାନୁଯାୟୀ, ଭଦ୍ରକ ବ୍ଲକ ବଣିଆ ପଞ୍ଚାୟତ ସରଗଢିଆ ମିନି ଅଙ୍ଗନବାଡି କେନ୍ଦ୍ରରେ ୱାର୍କର ନିଯୁକ୍ତି ପାଇଁ ଲାଞ୍ଚ ନେଉଥିଲେ । ଏହି ସମୟର ସିଡିପିଓ ସୁଗନ୍ଧା ଦାସ ଓ ସୁପରଭାଇଜର ସୁଲୋଚନା ବେହେରାଙ୍କୁ ମାଡ଼ି ବସିଛି ଭିଜିଲାନ୍ସ । ତେବେ ୱାର୍କର ନିଯୁକ୍ତି ପାଇଁ ୫୦ହଜାର ଡିଲ ହୋଇଥିବା ସୂଚନା ରହିଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ବିଭାଗୀୟ ଏସପି ସୂଚନା ଦେଇଛନ୍ତି l




