ବଡ଼ ଧରଣର ସିମ ରାକେଟର ପର୍ଦାଫାଶ,ପୁରୀରୁ ୮ ଜଣଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ

କଟକ :ବଡ଼ ଧରଣର ସିମ ରାକେଟ ର ହେଲା ପର୍ଦାଫାଶ I କଟକ ସାଇବର ଥାନା ପୋଲିସ ଦ୍ୱାରା ଜବତ ହୋଇଛି ୮୦୦ ସିମ I ଏଥି ମଧ୍ୟରୁ ୩୦୦ ସିମ ରହିଛି ପ୍ରି ଆକ୍ଟିଭେଟେଡ଼ I ଏହା ସହିତ ୧୬ଟି ମୋବାଇଲ୍ ଓ ନଗଦ ୨୬୮୦ ଟଙ୍କା ଜବତ ହୋଇଛି । ଏହି ମାମଲାରେ ପୁରୀରୁ ୮ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ I ସେମାନେ ଏକ ଘରୋଇ ଟେଲିକମ୍‌ କମ୍ପାନୀ କର୍ମଚାରୀ […]

Samaya Live Picture
Published On

କଟକ :ବଡ଼ ଧରଣର ସିମ ରାକେଟ ର ହେଲା ପର୍ଦାଫାଶ I କଟକ ସାଇବର ଥାନା ପୋଲିସ ଦ୍ୱାରା ଜବତ ହୋଇଛି ୮୦୦ ସିମ I ଏଥି ମଧ୍ୟରୁ ୩୦୦ ସିମ ରହିଛି ପ୍ରି ଆକ୍ଟିଭେଟେଡ଼ I ଏହା ସହିତ ୧୬ଟି ମୋବାଇଲ୍ ଓ ନଗଦ ୨୬୮୦ ଟଙ୍କା ଜବତ ହୋଇଛି । ଏହି ମାମଲାରେ ପୁରୀରୁ ୮ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ I ସେମାନେ ଏକ ଘରୋଇ ଟେଲିକମ୍‌ କମ୍ପାନୀ କର୍ମଚାରୀ ବୋଲି ମଧ୍ୟ ସୂଚନା ରହିଛି ।

ଗତ ବର୍ଷ ଜୁଲାଇ ମାସର ଏକ କେସ୍‌ର ତଦନ୍ତ କରି ସାଇବର ଟିମ ଏହି ଗ୍ୟାଙ୍ଗକୁ ଧରିଛି । ସାଧାରଣ ଲୋକଙ୍କୁ ଗୋଟିଏ ସିମ୍‌ ଦେବା ପରେ ସେହି ଲୋକଙ୍କ ନାଁରେ ପୁଣି ଆଉ ଏକ ସିମ୍‌ ରେଜିଷ୍ଟ୍ରେସନ କରି ବିକ୍ରି କରୁଥିଲେ ଠକ । ଏହି ରାକେଟରେ ବିଦେଶୀ ଲିଙ୍କ ଥିବା ସନ୍ଦେହ କରାଯାଉଛି ।

Tags: