ପୁରୀରେ ଏନକାଉଣ୍ଟର
ପୁରୀ : ପୁରୀରେ ଏନ୍କାଉଣ୍ଟର ହୋଇଛି । ଅପରାଧୀ ପିନୁକୁ ଏନ୍କାଉଣ୍ଟର କରିଛି ପୋଲିସ । କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ ବସ୍ତିରେ ହୋଇଛି ଏନକାଉଣ୍ଟର I ପୋଲିସ ଗୁଳିରେ ଅପରାଧୀ ପିନୁ ବରାଳ ଆହତ ହୋଇଥିବାବେଳେ ପିନୁର ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି । ତା’କୁ ଆହତ ଅବସ୍ଥାରେ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପିନୁ ନାଁରେ ପୂର୍ବରୁ ଅନେକ ଅପରାଧୀକ ମାମଲା ରହିଥିଲା । ହସ୍ପିଟାଲରେ ପୁରୀ ଅତିରିକ୍ତ ଏସପି […]
ପୁରୀ : ପୁରୀରେ ଏନ୍କାଉଣ୍ଟର ହୋଇଛି । ଅପରାଧୀ ପିନୁକୁ ଏନ୍କାଉଣ୍ଟର କରିଛି ପୋଲିସ । କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ ବସ୍ତିରେ ହୋଇଛି ଏନକାଉଣ୍ଟର I ପୋଲିସ ଗୁଳିରେ ଅପରାଧୀ ପିନୁ ବରାଳ ଆହତ ହୋଇଥିବାବେଳେ ପିନୁର ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି । ତା’କୁ ଆହତ ଅବସ୍ଥାରେ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପିନୁ ନାଁରେ ପୂର୍ବରୁ ଅନେକ ଅପରାଧୀକ ମାମଲା ରହିଥିଲା । ହସ୍ପିଟାଲରେ ପୁରୀ ଅତିରିକ୍ତ ଏସପି ଏବଂ ସିଟି ଡ଼ିଏସପି ଉପସ୍ଥିତ ଅଛନ୍ତି I ପିନୁ ଠାରୁ ଗୋଟିଏ ପିସ୍ତଲ ଓ ଗୁଳି ଜବତ କରାଯାଇଛି I




