ନକଲି ସାର୍ଟିଫିକେଟ୍ ମାମଲା : ବହିଷ୍କୃତ ହେଲେ ୪ ଶିକ୍ଷକ ଶିକ୍ଷୟିତ୍ରୀ

ବଲାଙ୍ଗୀର : ନକଲି ସାର୍ଟିଫିକେଟ୍ ମାମଲାରେ ବହିଷ୍କୃତ ହେଲେ ୪ ଶିକ୍ଷକ ଶିକ୍ଷୟିତ୍ରୀ I ସେମାନେ ହେଉଛନ୍ତି ସଞ୍ଜିତ ପାଣି ମହାନନ୍ଦ, ମୃଣ୍ମୟୀ ପଣ୍ଡା, ବିରଞ୍ଚି ପ୍ରସାଦ ନାୟକ ଓ ଅଲମା ଟପୋ I ତଥ୍ୟାନୁସାରେ,ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ମାମଲରେ ୪ ଶିକ୍ଷକ ଶିକ୍ଷୟିତ୍ରୀ ବିଦାହେଲେ I ସମସ୍ତେ ନକଲି ସାର୍ଟିଫିକେଟ ଦେଇ ସରକାରୀ ଚାକିରି କରିଥିବାର ଜଣାପଡ଼ିଛି I ଗତ ୧୦ତାରିଖରେ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଗିରଫ କରିଥିଲା ପୋଲିସ I […]

Samaya Live Picture
Published On

ବଲାଙ୍ଗୀର : ନକଲି ସାର୍ଟିଫିକେଟ୍ ମାମଲାରେ ବହିଷ୍କୃତ ହେଲେ ୪ ଶିକ୍ଷକ ଶିକ୍ଷୟିତ୍ରୀ I ସେମାନେ ହେଉଛନ୍ତି ସଞ୍ଜିତ ପାଣି ମହାନନ୍ଦ, ମୃଣ୍ମୟୀ ପଣ୍ଡା, ବିରଞ୍ଚି ପ୍ରସାଦ ନାୟକ ଓ ଅଲମା ଟପୋ I
ତଥ୍ୟାନୁସାରେ,ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ମାମଲରେ ୪ ଶିକ୍ଷକ ଶିକ୍ଷୟିତ୍ରୀ ବିଦାହେଲେ I ସମସ୍ତେ ନକଲି ସାର୍ଟିଫିକେଟ ଦେଇ ସରକାରୀ ଚାକିରି କରିଥିବାର ଜଣାପଡ଼ିଛି I ଗତ ୧୦ତାରିଖରେ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଗିରଫ କରିଥିଲା ପୋଲିସ I ୨୦୧୩ ମସିହାରୁ ନକଲି ସାର୍ଟିଫିକେଟରେ ମୃଣ୍ମୟୀ ଚାକିରି କରିଥିବା ଅଭିଯୋଗ ହୋଇଛି I ଜିଲ୍ଲା ଶିକ୍ଷାଧିକାରୀ ଏ ସଂକ୍ରାନ୍ତରେ ଟାଉନଥାନାରେ ଅଭିଯୋଗ କରିଥିଲେ I ଅନ୍ୟ ୩ ଜଣ ନକଲି ଶିକ୍ଷକ ଫେରାର ଥିବାର ଜଣାପଡ଼ିଛି I

Tags: