ଦେହରେ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର : ନିଶା ଚୋରା ଚାଲାଣ ପାଇଁ ନୂଆ ଫଣ୍ଡା I ଦେହରେ ସେଲୋଟ୍ୟାପ ଗୁଡ଼ାଇ ଗଞ୍ଜେଇ କଲେ ଚୋରା ଚାଲାଣ I ଏହିଭଳି ଭାବରେ ୨୮ କିଲୋ ଗଞ୍ଜେଇ ଚାଲାଣ କରାଯାଉଥିବାବେଳେ ପଶ୍ଚିମବଙ୍ଗର ୨୪ ବର୍ଷୀୟ ଯୁବକ ଦୁଲହନ୍ ଖାନଙ୍କୁ ଗିରଫ କରିଛି ପୋଲିସ । ଦୁଲହନ ନିଜଦେହରେ ସେଲୋଟ୍ୟାପ ଗୁଡ଼ାଇ ଏବଂ ଗୋଟିଏ ଟ୍ରାଲିବ୍ୟାଗରେ ୨୮ କିଲୋ ଗଞ୍ଜେଇ ନେଉଥିବାବେଳେ ଧରାପଡିଛି ଅଭିଯୁକ୍ତ I କୋରାପସ୍ୱଙ୍କ,ଲମତାପୁଟରେ ଗଞ୍ଜେଇ ଚାଲାଣ ବେଳେ ସୀମାନ୍ତ ଆନ୍ଧ୍ରରୁ ପଶ୍ଚିମବଙ୍ଗକୁ […]

Samaya Live Picture
Published On

ଭୁବନେଶ୍ୱର : ନିଶା ଚୋରା ଚାଲାଣ ପାଇଁ ନୂଆ ଫଣ୍ଡା I ଦେହରେ ସେଲୋଟ୍ୟାପ ଗୁଡ଼ାଇ ଗଞ୍ଜେଇ କଲେ ଚୋରା ଚାଲାଣ I ଏହିଭଳି ଭାବରେ ୨୮ କିଲୋ ଗଞ୍ଜେଇ ଚାଲାଣ କରାଯାଉଥିବାବେଳେ ପଶ୍ଚିମବଙ୍ଗର ୨୪ ବର୍ଷୀୟ ଯୁବକ ଦୁଲହନ୍ ଖାନଙ୍କୁ ଗିରଫ କରିଛି ପୋଲିସ । ଦୁଲହନ ନିଜଦେହରେ ସେଲୋଟ୍ୟାପ ଗୁଡ଼ାଇ ଏବଂ ଗୋଟିଏ ଟ୍ରାଲିବ୍ୟାଗରେ ୨୮ କିଲୋ ଗଞ୍ଜେଇ ନେଉଥିବାବେଳେ ଧରାପଡିଛି ଅଭିଯୁକ୍ତ I କୋରାପସ୍ୱଙ୍କ,ଲମତାପୁଟରେ ଗଞ୍ଜେଇ ଚାଲାଣ ବେଳେ ସୀମାନ୍ତ ଆନ୍ଧ୍ରରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । ଖବର ପାଇ ପୋଲିସ ମାଡି ବସିଥିଲା । ଘଟଣାରେ ଅଭିଯୁକ୍ତ ଜଣଙ୍କ ନିଜ ଦେହରେ ସେଲୋ ଟେପ୍ ଲଗାଇ ଅଭିନବ ଉପାୟରେ ୨୮ କେଜିର ଗଞ୍ଜେଇ ଚାଲାଣ କରୁଥିଲା ।

Tags: