ଚାର୍ଟାର୍ଡ ଏକାଉଟାଣ୍ଟ ଙ୍କ ଘରେ ଇଡି ଚଢ଼ାଉ

ରାଉରକେଲା : ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ ଇଡି ଚଢ଼ାଉ I ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କଦମଓ୍ବାଲାଙ୍କ ରାଉରକେଲା ଘରେ ଶୁକ୍ରବାର ଇଡି ଚଢ଼ାଉ କରିଛି । ଆଜି ସକାଳେ ଅଜୟଙ୍କ ଘର ସମେତ ୧୦ଟି ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ ହୋଇଛି। ଅଜୟଙ୍କ ଘର, ବିଶ୍ରାହଡା ସ୍ଥିତ ଇନସୋଲଭେନ୍ସି ପ୍ରଫେସଲାନ ପାଇଭେଟ ଲିମିଟେଡ଼ ଅଫିସ, ତଥା ବଡ଼ବିଲ ରେ ଥିବା ଗୋଦାମ ଘରେ ଏବଂ ଭୁବନେଶ୍ୱରରେ ମଧ୍ୟ ଚଢ଼ାଉ ଜାରି ରହିଛି I ଚଢ଼ାଉ ବେଳେ ସୁରକ୍ଷା […]

Samaya Live Picture
Published On

ରାଉରକେଲା : ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ ଇଡି ଚଢ଼ାଉ I ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କଦମଓ୍ବାଲାଙ୍କ ରାଉରକେଲା ଘରେ ଶୁକ୍ରବାର ଇଡି ଚଢ଼ାଉ କରିଛି । ଆଜି ସକାଳେ ଅଜୟଙ୍କ ଘର ସମେତ ୧୦ଟି ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ ହୋଇଛି। ଅଜୟଙ୍କ ଘର, ବିଶ୍ରାହଡା ସ୍ଥିତ ଇନସୋଲଭେନ୍ସି ପ୍ରଫେସଲାନ ପାଇଭେଟ ଲିମିଟେଡ଼ ଅଫିସ, ତଥା ବଡ଼ବିଲ ରେ ଥିବା ଗୋଦାମ ଘରେ ଏବଂ ଭୁବନେଶ୍ୱରରେ ମଧ୍ୟ ଚଢ଼ାଉ ଜାରି ରହିଛି I ଚଢ଼ାଉ ବେଳେ ସୁରକ୍ଷା ପାଇଁ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ଏହି ଚଢ଼ାଉ କାହିଁକି ଚାଲିଛି ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ।

Tags: