ଗଞ୍ଜାମ ଜିଲ୍ଲା ‘ସମୟ’ ପ୍ରତିନିଧିଙ୍କୁ ହତ୍ୟା
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା ଅଭିଯୋଗ । ଗୋପାଳପୁର ଠାରେ କେହି ଦୁର୍ବୃତ୍ତ ପଥର ଛେଚି ହତ୍ୟା କରିଥିବା ଜଣାପଡ଼ିଛି। ଉକ୍ତ ପ୍ରତିନିଧିଙ୍କ ନାଁ ଜଗନ୍ନାଥ ନାୟକ। ସେ ‘ସମୟ’ ଖବର କାଗଜରେ ପ୍ରତିନିଧି ଭାବେ କାମ କରୁଥିବା ସୂଚନା । ଗୋପାଳପୁର ଏକ ଭଡା ଘରୁ ତାଙ୍କ ମୃତଦେହ ଜବତ କରିଛି ପୁଲିସ। ଘଟଣା ସ୍ଥଳରେ ପୁଲିସ ଓ ସାଇଣ୍ଟାଫିକ ଟିମ୍ ପକ୍ଷରୁ ତନାଘନ ଜାରି ରହିଛି […]
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା ଅଭିଯୋଗ । ଗୋପାଳପୁର ଠାରେ କେହି ଦୁର୍ବୃତ୍ତ ପଥର ଛେଚି ହତ୍ୟା କରିଥିବା ଜଣାପଡ଼ିଛି। ଉକ୍ତ ପ୍ରତିନିଧିଙ୍କ ନାଁ ଜଗନ୍ନାଥ ନାୟକ। ସେ ‘ସମୟ’ ଖବର କାଗଜରେ ପ୍ରତିନିଧି ଭାବେ କାମ କରୁଥିବା ସୂଚନା । ଗୋପାଳପୁର ଏକ ଭଡା ଘରୁ ତାଙ୍କ ମୃତଦେହ ଜବତ କରିଛି ପୁଲିସ। ଘଟଣା ସ୍ଥଳରେ ପୁଲିସ ଓ ସାଇଣ୍ଟାଫିକ ଟିମ୍ ପକ୍ଷରୁ ତନାଘନ ଜାରି ରହିଛି ।
Tags:




