ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ଜାଲରେ କ୍ରୀଡା ଶିକ୍ଷକ

ଭିଜିଲାନ୍ସ ଜାଲରେ ପଡିଲେ କ୍ରୀଡା ଶିକ୍ଷକ I ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କ ଘରେ ରେଡ଼ କରିଛି ଭିଜିଲାନ୍ସ । ବ୍ରହ୍ମପୁର ଦିବ୍ୟାସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର କ୍ରିଡ଼ା ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । ବ୍ରହ୍ମପୁର ଅନନ୍ତ ନଗର ବାସଭାବନ ସମେତ ୧୧ଟି ସ୍ଥାନରେ ଚଢଉ କରିଛି ଭିଜିଲାନ୍ସ । ଏହା ସହିତ ତାଙ୍କର ଜୟନ୍ତପୁରରେ ଥିବା ପେଟ୍ରୋଲ ପମ୍ପ, ଗ୍ୟାସ ଗୋଦାମ, ମଦ ଭାଟି ସହ ୧୧ଟି […]

Samaya Live Picture
Published On

ଭିଜିଲାନ୍ସ ଜାଲରେ ପଡିଲେ କ୍ରୀଡା ଶିକ୍ଷକ I ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କ ଘରେ ରେଡ଼ କରିଛି ଭିଜିଲାନ୍ସ । ବ୍ରହ୍ମପୁର ଦିବ୍ୟାସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର କ୍ରିଡ଼ା ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । ବ୍ରହ୍ମପୁର ଅନନ୍ତ ନଗର ବାସଭାବନ ସମେତ ୧୧ଟି ସ୍ଥାନରେ ଚଢଉ କରିଛି ଭିଜିଲାନ୍ସ । ଏହା ସହିତ ତାଙ୍କର ଜୟନ୍ତପୁରରେ ଥିବା ପେଟ୍ରୋଲ ପମ୍ପ, ଗ୍ୟାସ ଗୋଦାମ, ମଦ ଭାଟି ସହ ୧୧ଟି ସ୍ଥାନରେ ଚଢଉ ଜାରି ରହିଛି I ଏ ପର୍ଯ୍ୟନ୍ତ ତାଙ୍କର ଜବତ ହୋଇଥିବା ସମସ୍ତ ସମ୍ପତ୍ତିର ଆକଳନ କରାଯାଇ ପାରି ନାହିଁ I

Tags: