ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଲୁଟ
ପୁରୀ : ମାରଣାସ୍ତ୍ର ଦେଖାଇ ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକଙ୍କ ଘରୁ ଲୁଟ I ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଳସାହି ଗ୍ରାମର ଅବସର ପ୍ରାପ୍ତ ହାଇସ୍କୁଲ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକଙ୍କ ଘରୁ ଲୁଟ ହୋଇଥିବା ଜଣାପଡିଛି I ଘରର ବାରିପଟ ଗ୍ରିଲ କାଟି ଘର ଭିତରେ ପାଞ୍ଚ ଛଅ ଜଣ ଦୁର୍ବୁତ୍ତ ପଶି ଲୁଟ କରିଛନ୍ତି । ଘର ସଦସ୍ୟଙ୍କୁ ଛୁରୀ ବନ୍ଧୁକ ଦେଖାଇ ଭୟଭୀତ କରାଇ ଲକ୍ଷାଧିକ ଟଙ୍କାର […]
ପୁରୀ : ମାରଣାସ୍ତ୍ର ଦେଖାଇ ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକଙ୍କ ଘରୁ ଲୁଟ I ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଳସାହି ଗ୍ରାମର ଅବସର ପ୍ରାପ୍ତ ହାଇସ୍କୁଲ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକଙ୍କ ଘରୁ ଲୁଟ ହୋଇଥିବା ଜଣାପଡିଛି I ଘରର ବାରିପଟ ଗ୍ରିଲ କାଟି ଘର ଭିତରେ ପାଞ୍ଚ ଛଅ ଜଣ ଦୁର୍ବୁତ୍ତ ପଶି ଲୁଟ କରିଛନ୍ତି ।
ଘର ସଦସ୍ୟଙ୍କୁ ଛୁରୀ ବନ୍ଧୁକ ଦେଖାଇ ଭୟଭୀତ କରାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଏକ ଲକ୍ଷ ଟଙ୍କାରୁ ଅଧିକ ଚୋରୀ କରିଥିବା ନେଇ ଅସ୍ତରଙ୍ଗ ଥାନାରେ ହୋଇଛି ଅଭିଯୋଗ। ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି।




