ଅଫିସ ଭିତରେ ପଶି ସ୍ତ୍ରୀକୁ ହାଣିଲା ସ୍ୱାମୀ

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ I ଅଫିସ କାର୍ଯ୍ୟ ଚାଲୁଥିବାବେଳେ ଅଫିସ ଭିତରକୁ ପଶି ଆସି ସ୍ତ୍ରୀକୁ ହାନି ଗୁରୁତର କରିଛି ସ୍ୱାମୀ I ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି Iଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବରମୁଣ୍ଡା କୃତିବନ୍ଧୁ ଆପାର୍ଟମେଂଟରେ I ପାରିବାରିକ ବିବାଦ କାରଣରୁ ଏଭଳି ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Samaya Live Picture
Published On

Tags: