Crime news in Odisha
ଓଡ଼ିଶା  ଅପରାଧ 

ରୁପା ଇଟା ଓ ଚାନ୍ଦି ଅଳଙ୍କାର ସହ ୧୨ ଲକ୍ଷ ଜବତ, ଦୁଇ ଗିରଫ

ରୁପା ଇଟା ଓ ଚାନ୍ଦି ଅଳଙ୍କାର ସହ ୧୨ ଲକ୍ଷ ଜବତ, ଦୁଇ ଗିରଫ କଟକ: କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଅଧିକାରୀଙ୍କୁ ମିଳିଛି ଏକ ବଡ଼ ସଫଳତା । ରୂପା ଇଟା ଓ ଅଳଙ୍କାରଗୁଡ଼ିକ ଚୋରା ଚାଲଣ ହେଉଥିଲା ବେଳେ ହାତରେ ଲାଗିଛି ଅବକାରୀ ବିଭାଗର ଅଧିକାରୀଙ୍କର । ପୋଲିସ ସୂଚନା ଅନୁସାରେ, କଟକରୁ ଶହେ କେଜି ରୁପା ଇଟା, ଚାନ୍ଦି ଅଳଙ୍କାର ସହ ୧୨ ଲକ୍ଷ ଟଙ୍କା ଜବତ ହୋଇଛି । ଏହି ମାମଲାରେ ଦୁଇ ଜଣଙ୍କୁ ଅଟକଙ୍କୁ ରଖାଯାଇ ପଚରାଉଚରା ଚାଲିଛି । କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ […]
Read More...
ଜିଲ୍ଲା 

ନାବାଳିକାଙ୍କ ଗାଧୋଇବା ସମୟର ଭିଡିଓ ରେକର୍ଡିଂ କରି ଭାଇରାଲ , ୫ ଅଭିଯୁକ୍ତ ଗିରଫ

ନାବାଳିକାଙ୍କ ଗାଧୋଇବା ସମୟର ଭିଡିଓ ରେକର୍ଡିଂ କରି ଭାଇରାଲ , ୫ ଅଭିଯୁକ୍ତ ଗିରଫ ଭବାନୀପାଟଣା/ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନାଞ୍ଚଳର ଜଣେ ନାବାଳିକାଙ୍କ ଗାଧୋଇବା ସମୟର ଭିଡିଓ ରେକର୍ଡିଂ କରି ଭାଇରାଲ କରିବା ଅଭିଯୋଗରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଲାଞ୍ଜିଗଡ଼ ପୋଲିସ । ପୋଲିସ ସୂଚନା ଅନୁସାରେ, ଲାଞ୍ଜିଗଡ଼ ଥାନାଞ୍ଚଳର ଜଣେ ନାବାଳିକା ଗାଧୋଉଥିବାବେଳେ ତାଙ୍କ ଘର ନିକଟରେ ଘରଭଡ଼ା ନେଇ ରହୁଥିବା ଗଞ୍ଜାମ ଜିଲ୍ଲା ଖଜୁରୀପଦର ଗାଁର ରଞ୍ଜିତ ଜାନୀ, ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ନିକଟସ୍ଥ ଦଣ୍ଡିସାହିର କୈଳାସ କୌଶଲ୍ୟା, ଅମ୍ବାଦଳାର ନିରାକାର ନିରଞ୍ଜନ […]
Read More...

Advertisement