Crime in Odisha
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
କେନ୍ଦ୍ରାପଡା ର ତିନିମୁହାଣି ବଜାର କମିଟିର ସଭାପତି ବାବୁଲି ମହାରଣାଙ୍କୁ ହତ୍ୟା ଉଦ୍ୟମ ମାମାଲା : ୫ଗିରଫ
Published On
By Samaya Live
କେନ୍ଦ୍ରାପଡ଼ା: (ସ ପ୍ର ଜୁଲାଇ ୨୭: କେନ୍ଦ୍ରାପଡା ଧର୍ମଜାଗରଣ ସେନାର ଯୁଗ୍ମ ସଂଯୋଜକ ତଥା ତିନିମୁହାଣି ବଜାର କମିଟିର ସଭାପତି ବାବୁଲି ଓରଫ ବିବେକାନନ୍ଦ ମହାରଣାଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ କେନ୍ଦ୍ରାପଡା ସଦର ଥାନା ପୋଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛନ୍ତି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ କାରାଗାରକୁ ପଠାଇ ଦିଆଯାଇଛି । ଏସମ୍ପର୍କରେ କେନ୍ଦ୍ରାପଡା ଏସପି ମଡକର ସମ୍ବିତ ସମ୍ପଦ ସଦର ଥାନାରେ ଏକ […]
ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା; ପରିବାରକୁ ମିଳିଲା ବ୍ୟବଚ୍ଛେଦ ରିପୋର୍ଟ
Published On
By Samaya Live
ଭୁବନେଶ୍ୱର(ନି.ପ୍ର): ଜୁଲାଇ ୨୭: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ନେଇ ବିବାଦ ଲାଗି ରହିଥିବା ବେଳେ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି । ପୋଡି ହୋଇ ସୌମ୍ୟଙ୍କର ମୃତ୍ରୁ ହୋଇଥିବା ସ୍ପଷ୍ଟ ହୋଇଛି । ତାଙ୍କ ଶରୀରର ୯୫% ପୋଡି ଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି । ରିପୋର୍ଟ ଅନୁଯାୟୀ, ସୌମ୍ୟଙ୍କ ମୃତ୍ୟୁ ହେବାର ୬ ଘଣ୍ଟା ପୂର୍ବରୁ ତାଙ୍କ ଦେହରେ ନିଆଁ ଲାଗିଥିଲା । ତାଙ୍କ ପାକସ୍ଥଳୀ ଖାଲି […]
ଦଦରାଲୁଣ୍ଡାରେ ବୋମା ମାଡ ଓ ଯୁବକର ମୃତ୍ୟୁ ଘଟଣାରେ ୫ ଗିରଫ
Published On
By Samaya Live
ଭଞ୍ଜନଗର (ସବ୍ୟୁ) : ଅଗଷ୍ଟ ୨୦:ଦଦରାଲୁଣ୍ଡାରେ ବୋମା ମାଡ ଓ ଜଣେ ଯୁବକର ମୃତ୍ୟୁ ଘଟଣାରେ ଶେଷରେ ଭଞ୍ଜନଗର ପୁଲିସକୁ ମିଳିଛି ସଫଳତା । ଏହି ମାମଲାରେ ସ୍ଥାନୀୟ ପୁଲିସ ୫ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି । ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ସୂଚନା ପ୍ରକାରେ ଦଦରାଲୁଣ୍ଡାରେ ଚଳିତମାସ ୧ ତାରିଖରେ କମେଣ୍ଟମରା ଘଟଣାକୁ ନେଇ ପ୍ରଥମେ ଦୁଇଗୋଷ୍ଟୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଗାଆଁରେ ହିଁ ଏହାର ସମାଧାନ ହୋଇଯାଇଥିଲା । […]

