Criketer Hardik Pandya
ଖେଳ 

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାସା ଙ୍କ ପୁତ୍ର ସନ୍ତାନ ଲାଭ

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାସା ଙ୍କ ପୁତ୍ର ସନ୍ତାନ ଲାଭ ଦିଲ୍ଲୀ: ଜୁଲାଇ ୩୦: ଇଣ୍ଡିଆନ କ୍ରିକେଟ ଟିମ ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାସା ଷ୍ଟାନକୋଭିକ୍ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି I ଏ କଥା ନିଜେ 26 ବର୍ଷୀୟ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍ ମାଧ୍ୟମରେ ଘୋଷଣା କରିଛନ୍ତି। ତାଙ୍କ ଟ୍ୱଇଟର ପୋଷ୍ଟ ରେ ଲେଖାଥିଲା, ‘ଆମେ ଗୋଟିଏ ଶିଶୁ ପୁତ୍ର ପାଇଛୁ I’ ଏହି ଯୋଡି ପୂର୍ବରୁ ମେ ମାସରେ ଘୋଷଣା କରିଥିଲେ ଯେ ସେମାନେ ନିଜ ପରିବାରର ତୃତୀୟ […]
Read More...

Advertisement