Cricket Association of Bengal
ଖେଳ 

ଚୀନକୁ କ୍ରିକେଟ୍‌ ଖେଳ ଶିଖାଇବ ଭାରତ

ଚୀନକୁ କ୍ରିକେଟ୍‌ ଖେଳ ଶିଖାଇବ ଭାରତ ବେଜିଂ : ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଥମିବାର ନାଁ ନେଉନାହିଁ । ଆର୍ଥିକ ସ୍ଥିତି ବି ବେଶ ସଙ୍ଗୀନ ରହିଛି । ତେବେ ଏହାରି ମଧ୍ୟରେ କ୍ରିକେଟ ମଇଦାନରେ ଦୁଇ ଦେଶ ଏକାଠି ନଜର ଆସିପାରନ୍ତି । ଭାରତ ବର୍ତ୍ତମାନ ଚୀନକୁ କ୍ରିକେଟ ଖେଳ ଶିଖାଇବ । ଏଥିପାଇଁ ଉଭୟ ଦେଶ ରାଜି ମଧ୍ୟ ହୋଇଛନ୍ତି । ଚୀନର କାଉନସିଲ ଜେନେରାଲଙ୍କ ଦ୍ୱାରା ବେଙ୍ଗଲ କ୍ରିକେଟ ଆସୋସିଏସନକୁ ଗୋଟିଏ ପ୍ରସ୍ତାବ ଦିଆଯାଇଛି । […]
Read More...

Advertisement