cow dung
Feature 

ଗୋବର ଦିଅ ସିଲିଣ୍ଡର ନିଅ

ଗୋବର ଦିଅ ସିଲିଣ୍ଡର ନିଅ ବିହାର: ସେପ୍‌ଟେମ୍ବର ୭: ସାଧାରଣତ ଘରେ ସ୍ତ୍ରୀ ଲୋକମାନେ ରୋଷେଇ କରିଥାଆନ୍ତି । ଗାଁ ଗହଳିରେ ପୂରା ପରିବାର ପାଇଁ ଚୁଲିରେ ରୋଷେଇ କରିବା ଏକ କଠିନ କାମ । ଚୁଲିରୁ ନିର୍ଗତ ଧୂଆଁରୁ ସେମାନଙ୍କୁ ବିଭିନ୍ନ ରୋଗ ହେବାର ଆଶଙ୍କା ବଢିଥାଏ । ତେଣୁ ସମସ୍ତେ ଚାହାନ୍ତି ଆଧୁନିକ ପ୍ରଣାଳୀରେ ରୋଷେଇ କରିବାକୁ, ହେଲେ ଏଥିପାଇଁ କେତେଜଣ ଆର୍ଥିକ ସ୍ତରରେ ସକ୍ଷମ ନଥାଆନ୍ତି । ଏହାର ସମାଧାନ ସ୍ୱରୂପ ବିହାରର ଏକ ଗ୍ରାମରେ ଅଭିନବ ଉପାୟ […]
Read More...

Advertisement