covisd update in india
ଦେଶ- ବିଦେଶ 

ଦେଶରେ ସୁସ୍ଥତା ହାର ବୃଦ୍ଧି ପାଉଛି, ଗତ ୨୪ ଘଣ୍ଟାରେ ଦେଶରେ ୪୦, ୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ସୁସ୍ଥତା ହାର ବୃଦ୍ଧି ପାଉଛି, ଗତ ୨୪ ଘଣ୍ଟାରେ ଦେଶରେ ୪୦, ୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ଦିଲ୍ଲୀ: ଅଗଷ୍ଟ ୧୩: ଦେଶରେ ଧୀରେ ଧୀରେ ସୁସ୍ଥତା ହାର ବଢ଼ିବାରେ ଲାଗିଛି । ଗତ ଦୁଇ ଦିନ ହେବ ଦେଶରେ ୯୭.୪୫ ପ୍ରତିଶତ ସୁସ୍ଥତା ହାର ରହିଥିଲାବେଳେ ଗତ ୨୪ ଘଣ୍ଟାରେ ସୁସ୍ଥତା ହାର ପ୍ରଥମ ଥର ପାଇଁ ସର୍ବାଧିକ ୯୭.୪୬ ପ୍ରତିଶତରେ ପହଞ୍ଚିଛି । ଯାହା ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିକର କଥା । ସେହିପରି ୨୪ ଘଣ୍ଟାରେ ୪୨,୨୯୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ଦେଶରେ ଏବେ ୩ […]
Read More...

Advertisement