COVID to Doctor
ଓଡ଼ିଶା 

କଟକ ସିଟି ହସ୍ପିଟାଲ; ଡାକ୍ତରଙ୍କ ନମୂନାରେ ଆସିଲା ପଜିଟିଭ

କଟକ ସିଟି ହସ୍ପିଟାଲ; ଡାକ୍ତରଙ୍କ ନମୂନାରେ ଆସିଲା ପଜିଟିଭ Edited by Papu Mohanty ଭୁବନେଶ୍ୱର : ମେ ୨୬:ଓଡ଼ିଶାରେ ଡାକ୍ତରଙ୍କୁ କରୋନା । ପ୍ରଥମ ଥର ପାଇଁ ଜଣେ ଡାକ୍ତର କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଡାକ୍ତରଙ୍କୁ ପ୍ରଥମେ ଜ୍ୱର ହୋଇଥିଲା ଏବଂ ପରୀକ୍ଷା ପରେ ତାଙ୍କ ନମୂନାରେ କରୋନା ପଜିଟିଭ ଆସିଥିଲା । କରୋନା ପଜିଟିଭ ସମ୍ପୃକ୍ତ ଡାକ୍ତର ଜଣଙ୍କ କଟକ ସିଟି ହସ୍ପିଟାଲରେ କାମ କରନ୍ତି । ସେ ଶିଶୁ ରୋଗ ବିଶେଷଜ୍ଞ । ତାଙ୍କ ନମୂନାରେ କରୋନା ପଜିଟିଭ ଚିହ୍ନଟ […]
Read More...

Advertisement