Covid test rate in Bhubaneswar
ଓଡ଼ିଶା 

ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ ପାଇଁ ମୂଲ୍ୟ ଧାର୍ଯ୍ୟ କଲେ ରାଜ୍ୟ ସରକାର ଟେଷ୍ଟ ପିଛା ୨୨୦୦

ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ ପାଇଁ ମୂଲ୍ୟ ଧାର୍ଯ୍ୟ କଲେ ରାଜ୍ୟ ସରକାର ଟେଷ୍ଟ ପିଛା ୨୨୦୦ ଭୁବନେଶ୍ୱର: ଜୁଲାଇ ୦୩:ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ ପାଇଁ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଏଣିକି ଘରୋଇ ଲ୍ୟାବ୍‌ରେ କୋଭିଡ୍‌-୧୯ ଟେଷ୍ଟ କଲେ ଗ୍ରାହକଙ୍କୁ ୨୨ଶହ ଟଙ୍କା ଦେବାକୁ ପଡିବ । ଏହି ଟେଷ୍ଟ ପାଇଁ ଭୁବନେଶ୍ୱରର ୪ଟି ଘରୋଇ ଲ୍ୟାବ୍‌କୁ ଅନୁମତି ମିଳିଛି । ଆପୋଲୋ ହସ୍ପିଟାଲ, ସମ୍‌ହସ୍ପିଟାଲରେ କରୋନା ଟେଷ୍ଟ ହୋଇପାରିବ। ତା ସହିତ ଆଇଏନ୍‌ଡିଏନ୍‌ଏ ଲାଇଫ ସାଇନ୍ସ ଲିଃ, ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକ୍ସକୁ ମଧ୍ୟ ଟେଷ୍ଟ କରାଇବା ପାଇଁ ଅନୁମତି ଦେଇଛନ୍ତି […]
Read More...

Advertisement