Covid patients recover in India
ଦେଶ- ବିଦେଶ 

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୩୨,୪୨୪ କୁ ବୃଦ୍ଧି ପାଇଲା; ଗତ ୨୪ ଘଣ୍ଟାରେ ୧୧,୫୦୨ ଆକ୍ରାନ୍ତ ଚିହ୍ନଟ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୩୨,୪୨୪ କୁ ବୃଦ୍ଧି ପାଇଲା; ଗତ ୨୪ ଘଣ୍ଟାରେ ୧୧,୫୦୨ ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର: ଜୁନ ୧୫: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୫୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଥିବାବେଳେ, ୩୨୫ ଜଣଙ୍କର ମୃତ୍ୟୁ ହେଇଛି I ଗତ କିଛିଦିନ ହେଲା,ପ୍ରତିଦିନ ୧୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ଦେଶରେ ଏ ପର୍ଯ୍ୟନ୍ତ ମୋଟ ୩,୩୨,୪୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇସାରିଲେଣି I ସେଥିମଧ୍ୟରୁ, ୯୫୨୦ ଜଣଙ୍କର ମୃତ୍ୟୁ ହେଇଛି ଏବଂ ୧,୬୯,୭୯୭ ଜଣ ସୁସ୍ଥ ହେଇସାରିଛନ୍ତି I […]
Read More...

Advertisement