Covid patient discharge policy
ଓଡ଼ିଶା 

ବଦଳିଲା ଡିସଚାର୍ଜ ପଲିସି; ସ୍ୱାସ୍ଥ୍ୟ ମନ୍ତ୍ରାଳୟ କଲା ତିନି ପର୍ଯ୍ୟାୟ ଗାଇଡ୍‌ଲାଇନ

ବଦଳିଲା ଡିସଚାର୍ଜ ପଲିସି; ସ୍ୱାସ୍ଥ୍ୟ ମନ୍ତ୍ରାଳୟ କଲା ତିନି ପର୍ଯ୍ୟାୟ ଗାଇଡ୍‌ଲାଇନ Edited by Papu Mohanty ଭୁବନେଶ୍ୱର(ସବୁ୍ୟ): 09/05/:କରୋନା ଆକ୍ରାନ୍ତଙ୍କ ପାଇଁ ବଦଳିଲା ଡିସ୍‌ଚାର୍ଜ ପଲିସି । ଏଣିକି ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ୧୦ ଦିନର ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରିବ । ଏପରିକି ସାମାନ୍ୟ ଲକ୍ଷଣ କିମ୍ବା ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କୁ ଡିସଚାର୍ଜ କରିବା ପୂର୍ବରୁ ନମୁନା ରିପୋର୍ଟ ନେଗେଟିଭ୍‌ ଆସିବା ଆବଶ୍ୟକ ନାହିଁ ବୋଲି କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି […]
Read More...

Advertisement