COVID Odisha Data
ଓଡ଼ିଶା 

ଓଡ଼ିଶାରେ ୨୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫ କୁ ବୃଦ୍ଧି

ଓଡ଼ିଶାରେ ୨୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫ କୁ ବୃଦ୍ଧି ଭୁବନେଶ୍ୱର: ଜୁଲାଇ ୦୨: ଓଡ଼ିଶାରେ ୨୪ ଘଂଟାରେ ୨୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଗଂଜାମ ଜିଲ୍ଲାରୁ ସର୍ବାଧିକ ୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାବେଳେ, ବାଲେଶ୍ୱର ରୁ ୨୪ ଜଣ, ଯାଜପୁର ୨୨ ଜଣ, ଖୋର୍ଦ୍ଧା ରୁ ୨୧ ଜଣ, ସୁନ୍ଦରଗଡ ରୁ ୧୭ ଜଣ, କଟକ ରୁ ୧୨ ଜଣ, ଝାରସୁଗୁଡା ରୁ ୧୦ ଜଣ, ବଲାଙ୍ଗୀର ରୁ ୭ ଜଣ, ନୟାଗଡ ରୁ ୫ ଜଣ, ପୁରୀ ରୁ […]
Read More...

Advertisement